Browsing Category

ଭଲ ଖବର

ଆରମ୍ଭ ହେଲା ସଂକଳ୍ପ ପରିବାରର ଦୁଇ ଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଟାଉନ ଥାନା ଛକରେ ଆଜିଠୁ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ
Read More...

ଗାଁ ପରିସର ସଫା ସୁତୁରା କରିବାକୁ ଆଗେଇ ଆସିଲେ ସିଆଳବାହାଲି ଗାଁର ଯୁବଗୋଷ୍ଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ନିଜ ଗାଁର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିଛନ୍ତି । ଏହି ସଫେଇ କାର୍ୟ୍ୟକ୍ରମ କ୍ଲବର ସଦସ୍ୟ ବିଭୁ ଷାଣ୍ଢ ଓ ପଦ୍ମଲୋଚନ ବାଗଙ୍କ ତତ୍ତ୍ଵାବଧାନରେ ସାଥୀ ଅଙ୍କୁଶ
Read More...

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା
Read More...

ସମାଜସେବା ପାଇଁ ଚର୍ଚ୍ଚାରେ ଦଣ୍ଡପାଟ ଅଞ୍ଚଳରେ ଭାରତୀ

ଧର୍ମଗଡ଼, (ଭାରତ ବିଶି) : ସମାଜସେବା ପାଇଁ ଉତ୍ସର୍ଗୀକୃତ ଜଣେ ଯୁବତୀ ଭାରତୀ ବିଶି । ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନ କରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ କରୋନା ସଚେତନ କରି ଆସୁଛନ୍ତି । ତାଙ୍କର ଏହି ଜନସେବା ପାଇଁ ଅନେକ
Read More...

୬ଟି ରାଜ୍ୟର ଶହେ ଜଣ ଗରିବ ପିଲାଙ୍କ ଚିକିତ୍ସା ପାଇଁ ସଚ୍ଚିନ ଆର୍ଥିକ ସହୟତାର ହାତ ବଢାଇବେ

ମୁମ୍ବାଇ : ଭାରତର ଜଣେ ଆଗଧାଡିର ଉଦୀୟମାନ କ୍ରିିକେଟର୍‌ ସଚ୍ଚିନ ତେନ୍ଦୁଲକର୍‌ । ତାଙ୍କ ପ୍ରଶଂସନୀୟ କାମ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ୬ଟି ରାଜ୍ୟର ୧୦୦ ଜଣ ଗରିବ ପରିବାରର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି । ମହାରାଷ୍ଟ୍ର,
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା
Read More...

ପତ୍ରାପାଲିର ଦୁଲଣା ରେଗାଡଙ୍କୁ ସହାୟତାର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ରୁହନ୍ତି ଦୁଲଣା ରେଗାଡ । ତାଙ୍କର ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସ୍ବାମୀ ପରିତ୍ୟକ୍ତ ତଥା କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ ତିନୋଟି
Read More...

ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ଟପ୍ପର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ୮୯.୨ ପ୍ରତିଶତ ମାର୍କ ରଖି ଟପ୍ପର ହେବା ସହ ଟିଟିଲାଗଡ଼ ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ଯୋଗଦାନ କରିଛନ୍ତି ଶୋଭିତ । ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ
Read More...

ଖୁସି ଖବର : ଏନ୍‌ଏସିରେ ଅଫିସ୍‌ ସହାୟକ ଭାବେ ଯୋଗଦେଲେ କିନ୍ନର ମାୟା

କୁଚିଣ୍ଡା : କିନ୍ନରମାନଙ୍କ ପାଇଁ ଖୁବ୍‌ ଖୁସି ଖବର । ସରକାରୀ ଚାକିରୀ କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ୍‌ କରାଯିବା ପାଇଁ କିନ୍ନର ମହାସଂଘ ପକ୍ଷରୁ ରୀତିମତ ଦାବୀ କରାଯାଉଛି । ତେବେ ବର୍ତ୍ତମାନ ଏ ଦିଗରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁଚିଣ୍ଡା ଏନ୍‌ଏସି. ଅଫିସରେ ଅଫିସ୍‌ ସହାୟକ
Read More...