ନୂଆପଡା ଉପନିର୍ବାଚନ ପାଇଁ ଇଭି ଏମ୍, ଭି ଭି ପାଟ କମିସନିଂ ଶେଷ : ହୋମ୍ ଭୋଟିଂ ଆରମ୍ଭ
ନୂଆପଡା, (କେପିଏନ୍ଏସ୍) : ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ ପାଇଁ ଭୋଟିଂ ମେସିନ ଓ ଭି ଭି ପାଟର କମିସନିଂ ଶେଷ ହୋଇଛି । ସ୍ଥାନୀୟ ନେସନାଲ କଲେଜରେ ଏଥିପାଇଁ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା । ଏହା ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ!-->…
Read More...
Read More...