ନୂଆପଡାରେ ଓଡ଼ିଆ ପକ୍ଷ ଅବସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ…
Read More...

ନୂଆପଡା କୁରେଶ୍ୱର ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ…
Read More...

୧୪ ଏପ୍ରିଲ୍, ୨୦୨୬ : ଜାତୀୟ ଡଲଫିନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଡଲଫିନ୍ ଦିବସ" ପ୍ରତିବର୍ଷ ୧୪ ଏପ୍ରିଲରେ ଆମେରିକାରେ ପାଳନ କରାଯାଏ, ଯେତେବେଳେ ଭାରତରେ ଏହା ୫ ଅକ୍ଟୋବରରେ ପାଳନ କରାଯାଏ । ଏହି ଦିନଟି ସାମୁଦ୍ରିକ ସ୍ତନ୍ୟପାୟୀ ଡଲଫିନ୍ ଏବଂ ସମୁଦ୍ର ପରିସଂସ୍ଥା ସୁରକ୍ଷାରେ ଏହାର ଗୁରୁତ୍ୱ ପାଇଁ…
Read More...

ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ ୨ କି.ମି. ଶବକୁ ବୋହି ନେଲେ ଗ୍ରାମବାସୀ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ ୨ କି.ମି. ଶବକୁ ବୋହି ନେଲେ ଗ୍ରାମବାସୀ । ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରି ବ୍ଳକ କାର୍ଲ୍ଲାଘାଟି ପଞ୍ଚାୟତର କଡିକାପଦର ଗ୍ରାମର ରାମ କିମ୍ବାକା ସ୍ତ୍ରୀ ମାତେଡି କିମ୍ବାକା (୪୫)…
Read More...

କେସିଙ୍ଗା ନଗର ବିଜେପି ତରଫରୁ ୧୩୫ ତମ ବାବା ସାହେବ ଡଃ ବି. ଆର ଆମ୍ବେଦକର ଜୟନ୍ତୀ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ୧୩୫ ତମ ବାବା ସାହେବ ଡଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ପାଳିତ ହୋଇଯାଇଛି । କେସିଙ୍ଗା ଆମ୍ବେଦକର ଛକ ନିକଟରେ ବାବା ସାହେବ ଡାଃ. ବି. ଆର. ଆମ୍ବେଦକରଙ୍କ…
Read More...

ଯାତ୍ରାଦେଖା ହେଲା ଶେଷ ଯାତ୍ରା-ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଯାତ୍ରା ଦେଖା ହେଲା ଶେଷ ଯାତ୍ରା । ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଦୁମଦୁମୀ ଛକରେ । ମୃତ ବ୍ୟକ୍ତି ଜଣକ ଲୁହୁରାପାଲି ଗାଁର ୩୫ ବର୍ଷୀୟ…
Read More...

ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ କ୍ଷେତ୍ର ଦିବସ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଧାନଚାଷ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ବନ୍ଧୀୟ ଏକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ…
Read More...

ସିଏମ୍‌ ଟ୍ରଫି -୨୦୨୬ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଭାଗନେଲେ ବାଳକ ୧୦ ଦଳ ଓ ବାଳିକା ୬ ଦଳ ବର୍ଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍‌ ୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବାଳକ ବର୍ଗରେ ବଲାଙ୍ଗିର (କ),…
Read More...

ସାରା ଦେଶରେ ଘରୋଇ ଏଲପିଜି ବିକ୍ରି ସ୍ୱାଭାବିକ ରହିଛି

ଭୁବନେଶ୍ୱର, (ପିଆଇବି) : ସାମ୍ପ୍ରତିକ ଭୂରାଜ ନୈତିକ ଘଟଣା କ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଛି ଏବଂ ଘରୋଇ ଏଲପିଜି ଉପଭୋକ୍ତା ମାନଙ୍କୁ ସ୍ୱାଭାବିକ ଗ୍ୟାସ ବିତରଣ କରିବା ଲାଗି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଘରୋଇ…
Read More...

ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତି

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା ଏବଂ ଗୃହ ତାଲିକା…
Read More...