ଶିଳ୍ପ କାର୍ଯ୍ୟର ନିରନ୍ତରତା ଓ ଯୋଗାଣ ଶୃଙ୍ଖଳ ସ୍ଥିରତା ପାଇଁ ଡିପିଆଇଆଇଟିର ପଦକ୍ଷେପ

୨୫ ମାର୍ଚ୍ଚରୁ ସିଏନଜି-ସିବିଜି ଷ୍ଟେସନ ପାଇଁ ୪୬୭ରୁ ଅଧିକ ଆବେଦନ ପ୍ରାଥମିକତା ଭିତ୍ତିରେ ସମାଧାନ୩୧ ଭାରତୀୟ ନାବିକଙ୍କୁ ନେଇ ଟ୍ୟାଙ୍କର୍ ‘ଦେଶ ଗରିମା’ ଆଜି ମୁମ୍ବାଇରେ ପହଞ୍ଚିବା ଆଶା୨୮ ଫେବୃଆରୀରୁ ପଶ୍ଚିମ ଏସିଆରୁ ପ୍ରାୟ ୧୧.୯୧ ଲକ୍ଷ ଯାତ୍ରୀ ଭାରତ ଫେରିଛନ୍ତି ଭୁବନେଶ୍ୱର,…
Read More...

ଓଡ଼ିଶାରେ ଇନ୍ଧନ ଯୋଗାଣ ସ୍ଥିର : ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ସୁଦୃଢ କଲା ଇଣ୍ଡିଆନ୍ ଅଏଲ୍

ଭୁବନେଶ୍ୱର, (ପିଆଇବି) : ଜାରି ରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ଉର୍ଜ୍ଜା ବଜାର ପ୍ରଭାବିତ ହେବାସତ୍ତ୍ବେ ଓଡ଼ିଶାରେ ଏଲପିଜି, ପେଟ୍ରୋଲ୍ ଓ ଡିଜେଲ ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି ବୋଲି ଇଣ୍ଡିଆନ୍ ଅଏଲ୍ ସ୍ପଷ୍ଟ କରିଛି । ରାଜ୍ୟବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ…
Read More...

ସଚେତନ କୃଷକ ମଞ୍ଚର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮, ୮୫୫ ହଜାର ହେକ୍ଟର ଚାଷଜମିରେ ଚଳିତ ରବି ଚାଷ ଧାନ ଫସଲ ପାଇଁ ୩ ବ୍ଲକର ୭୬ ଗ୍ରାମର ୫୬,୬୪୦ ଜଣ ଚାଷୀ ରବି ଧାନ ପାଇଁ ଜଳସେଚନ କରାଯାଇଛି…
Read More...

ସୁବର୍ଣ୍ଣପୁର ଠାରେ ସିଏମ୍ ଟ୍ରଫିର ଉଦଘାଟନ

ଭାଗ ନେଲେ ୪୮ ଗୋଟି ଦଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ସହଯୋଗରେ ୧୪ ବର୍ଷ ରୁ କମ "ମୁଖ୍ୟମନ୍ତ୍ରୀ ଟ୍ରଫି" ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଖୋ ଖୋ, ଭଳିବଲ ଚାମ୍ପିୟନସିପ -୨୦୨୬…
Read More...

ଲଣ୍ଠନ ଆଲୋକରୁ ଆଇଆଇଟି ପ୍ରଫେସର୍ ପର୍ଯ୍ୟନ୍ତ ଡ଼ା. ଧନଞ୍ଜୟ ଠାକୁରଙ୍କ ଅସାଧାରଣ ସଫଳତା ଗାଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : “ସଫଳତା ସମ୍ପଦରୁ ନୁହେଁ, ସାହସ ଓ ଅଦମ୍ୟ ପ୍ରୟାସରୁ ଆସେ” ଏହି କଥାକୁ ନିଜ ଜୀବନରେ ସତ୍ୟ କରିଦେଇଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗାଁର ଚାଷୀ ପୁଅ ଡ଼ା. ଧନଞ୍ଜୟ ଠାକୁର । ଦୁର୍ବଳ ପରିସ୍ଥିତିରେ ଜନ୍ମ ନେଇ ଲଣ୍ଠନ ଆଲୋକରେ ପଢ଼ିଥିବା ଏହି…
Read More...

ସି.ଏମ୍‌. ଟ୍ରଫି ବାଳିକା କବାଡି଼ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସୁନ୍ଦରଗଡ଼ ଆଥଲେଟିକ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ସି.ଏମ୍‌.ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ବାଳିକା କବାଡି଼…
Read More...

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ : ବଣ୍ଟା ହେଲା ହାଇଟେକ୍ ଜମିପଟ୍ଟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ନାମରେ ଦୀର୍ଘ ୧୦ ବର୍ଷ ହେବ ଲାଗି ରହିଥିବା ଜମି ପଟ୍ଟା ସମସ୍ୟାର ଅନ୍ତ । ଜମିପଟ୍ଟା ନ ପାଇ ଜିଲ୍ଲାର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଜିଲ୍ଲାବାସୀଙ୍କୁ ଆଜି ଠାରୁ ଜମିପଟ୍ଟା ବଣ୍ଟନ…
Read More...

ହିନ୍ଦୀ ଭାଷା ଜାତୀୟ ସଂହତିର ଏକ ପ୍ରମୁଖ ମାଧ୍ୟମ : ଏଡିଜି ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଏକ "ରାଜଭାଷା ହିନ୍ଦୀ କର୍ମଶାଳା" ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି…
Read More...

ସ୍ୱସ୍ତି ଝଙ୍କାରର ୨୭ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ

ପ୍ରଥମ ଦିନରେ 'ପ୍ରଜାପତିର ଡେଣା' ଓ ଦ୍ୱିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ଝଙ୍କାର ଓ ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ତମ ବାର୍ଷିକୋତ୍ସବ ଓ ୨୬ତମ ରାଜ୍ୟ…
Read More...

କେସିଙ୍ଗା ନଗର ବିଜେପି ମଣ୍ଡଳ ବୈଠକରେ ବିଭିନ୍ନ ମୋର୍ଚ୍ଚା ସଭାପତି ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଦଳକୁ ବୁଥ୍ ସ୍ତରରେ ମଜବୁତ୍ କରିବା ପାଇଁ ବୈଠକ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ନଗର ବିଜେପି ପକ୍ଷରୁ ଏକ ସାଧାରଣ ବୈଠକ କେସିଙ୍ଗା ଷ୍ଟେଟ ବ୍ୟାଙ୍କ୍ ପାଖରେ ଥିବା ଅରୁଣ…
Read More...