ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧାକୃଷ୍ଣ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରିଛି । ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତିକୁ ସ୍ୱାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି ।!-->…
Read More...
Read More...