ଭୀମଭୋଇ ମେଡିକାଲ ଛାତରୁ ଡେଇଁ ଜଣେ ମହିଳା ମୃତ
ବଲାଙ୍ଗିର, (କେପିଏନ୍ଏସ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ । ମେଡିକାଲ ଛାତରୁ ଡେଇଁ ଜଣେ ମହିଳା ମୃତ । ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତାଙ୍କ ଘର ଡୁମେରବାହାଲ ଗାଁରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ସ୍ଵାମୀ ସେବକରାମ ବାଗଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।!-->…
Read More...
Read More...