ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହ କ୍ରମେ ଏହି ଯୋଜନା "ସାଂସଦ ଖେଳ ମହୋତ୍ସବ" ପ୍ରାରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୂପାନ୍ତର କରିବା ପାଇଁ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଉରକେଲା
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ହୃଦାନନ୍ଦ
Read More...

ପଟାମରା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଟୁର୍ଚାକାନିକୁ ହରାଇ ଝରିଆଲ୍ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପଟାମରା ଗ୍ରାମର କ୍ରିକେଟ ଟିମ୍ ପକ୍ଷରୁ ଚାଲିଥିବା ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଳଟି ଗତ ୨୦ ନଭେମ୍ୱର ଗୁରୁବାର ଦିନରୁ ଆରମ୍ଭ ହୋଇ ୨୫ ନଭେମ୍ବର
Read More...

ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ଶ୍ରମିକ-ବିରୋଧୀ ଶ୍ରମ କୋଡ଼ ଲାଗୁର ପ୍ରତିବାଦରେ ଆଜି ବିଶ୍ରା ଛକ ଠାରେ ମିଳିତ ମଞ୍ଚର ଆହ୍ୱାନରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କଳାବ୍ୟାଚ୍ ପରିଧାନ ସହିତ ପ୍ରତୀକାତ୍ମକ ବିରୋଧ ସ୍ୱରୂପ ଶ୍ରମ କୋଡ଼ ଗେଜେଟକୁ ଦାହ କରି ନୂତନ
Read More...

ବ୍ଲକ ସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ସମଲେଇଚୂଆଁରେ ବ୍ଲକସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲୋକନାଥ ମେହେର
Read More...

କୁନ୍ତରା କଲେଜରେ ସମ୍ବିଧାନ ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଜି.ପି.ଆର୍‌ କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁରର ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂରାଜୀ
Read More...

ନିୟୁ ଷ୍ଟାର କ୍ଲବ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ସୋନପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଆମ୍ବେଦକର ଛକ ଠାରେ ନିୟୁ ଷ୍ଟାର କ୍ଲବ୍ ପକ୍ଷରୁ ଭାରତ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ
Read More...

୫୦୦ ମିଟର ରାସ୍ତାକୁ ୧୦ ବଡ ହମ୍ପସ୍‌ : ଦୁର୍ଦ୍ଦଶା ଭୋଗୁଛନ୍ତି ବରିଷ୍ଠ ଓ ଭିନ୍ନକ୍ଷମ ନାଗରିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚକାଚକ୍ ରାସ୍ତାକୁ ବରବାଦ କରିଦେଲେ ଯନ୍ତ୍ରୀ ଓ ଠିକାଦାର । ସୁବର୍ଣ୍ଣପୁର ସହରର ପୁରୁଣା ବସ୍ତି ଗାର୍ଲ୍ସ ହାଇସ୍କୁଲ ଛକ ଠାରୁ ବଡ଼ବଜାର ରାସ୍ତା ପୌର ପରିଷଦ ପକ୍ଷରୁ ନୂତନ ଭାବରେ ତିଆରି ହୋଇଛି । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା
Read More...

ଅକାଳରେ ଲିଭିଗଲା ରୁବିର ଜୀବନ ଦୀପ

ଜୟପାଟଣା, (ଶେଷଦେବ ବେହେରା) : କେତେ ସ୍ୱପ୍ନ ଆଙ୍କି ନଅ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ରୁବି । ମାସ ଗଡିଲା ପରେ ସବୁ ସ୍ୱପ୍ନ ଚୁର୍‌ମାର୍ ହେବାକୁ ବସିଲା । ଦାମ୍ପତ୍ୟ ଜୀବନର ସବୁ ସୁଖ ସମ୍ଭୋଗ ଉଜୁଡ଼ି ଗଲା । ଗତକାଲି ପୂର୍ବାହ୍ନରେ ତାର ଶାଢ଼ୀ କାନିରେ ଲଟକି ଥିବା ନିସ୍ପନ୍ଦ
Read More...

ଶିଶୁ ମନ୍ଦିରର ୩୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଖେଳକୁଦ ସମାରୋହ ଦୁଇଦିନ ଧରି ହାତୀଶାଳ ପଡ଼ା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ
Read More...