ଦୁଲଦୁଲି କଳା ପରିଷଦ ପୁଣି ଥରେ ବଲାଙ୍ଗିର ପାଇଁ ଗୌରବ ଆଣିଲା : ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସ୍ତରରେ କଳା ଓ ସଂସ୍କୃତି ପାଇଁ ସୁଖ୍ୟାତ ଅର୍ଜନ କରିଥିବା ଦୁଲଦୁଲି କଳା ପରିଷଦ ବଲାଙ୍ଗିର ପାଇଁ ପୁଣି ଥରେ ଗୌରବ ଆଣି ଦେଇଛି । ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା
Read More...

ପୁଇଁତଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରାମଜୀ ହାଇସ୍କୁଲ କୁରୁଲଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...

ଭୂସମ୍ପଦ ତଥ୍ୟାବଳୀ ରଥ ବା ଏଲ.ଆର.ଆଇ ରଥର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୂସମ୍ପଦ ତଥ୍ୟାବଳୀ ରଥ ବା ଲ୍ୟାଣ୍ଡ ରିସୋର୍ସ ଇନଭେଣ୍ଟରିର ଶୁଭାରମ୍ଭ ଆଜି କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଛି । ଏଲ. ଆର୍. ଆଇ ଯାତ୍ରା ରିୱାର୍ଡ
Read More...

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ : କାର୍ଯ୍ୟଛାଡ ଆନ୍ଦୋଳନ କଲେ ସ୍ୱାସ୍ଥ୍ୟକର୍ମୀ

-ଅଟକିଲା ଟିକାକରଣ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ (ଏଏନଏମ) ବୁଲିଦେଇ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୁତ୍ତ ବାଟୁଳି ଖଡାରେ ମରଣାନ୍ତକ
Read More...

ସ୍କୁଟିକୁ ପିଟିଲା ଟ୍ରକ୍ ଘୋଷାଡି ନେଲା ୫୦୦ ମିଟର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଧର୍ମଶାଳା - ବୀରମହାରାଜପୁର ରାସ୍ତାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ସ୍କୁଟି ଯୋଗେ ମହଦାକୁ ଯାଉଥିବା ସମୟରେ ସ୍ଥାନୀୟ କୁମରକେଲି ଗ୍ରାମର ଶରଦ ମହାପାତ୍ରଙ୍କୁ ଟ୍ରକ ପିଟି ଦେବା ସହ ମହଦାରୁ
Read More...

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ଦିବା ୧୧ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା (୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା) ଆୟୋଜନ ପାଇଁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ
Read More...

ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ଶ୍ରୀ ଶକ୍ତି ମଲ୍ଟିପର୍ପୋଜ କୋପୋରେଟିଭ ପୁରସ୍କୃତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ତପସ୍ଵିନୀ ପ୍ରେକ୍ଷାଳୟ ସମବାୟ ସଂସ୍ଥା ସମ୍ବଲପୁରର ଆୟୋଜନ କ୍ରମେ ସର୍ବ ଭାରତୀୟ ୭୨ ତମ ସମବାୟ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମବାୟ ସଂସ୍ଥାର ଉପ ନିବନ୍ଧକ ସମବାୟ ସମିତି, ସମ୍ବଲପୁର ସଭାପତିତ୍ୱରେ ଭାରତ
Read More...

ପୁଣି ଦୁଲୁକିବ ମୟୁରଭଞ୍ଜ : ଆରମ୍ଭ ହେବାକୁ ଯାଉଛି ମୟୂରଭଞ୍ଜ ମହୋତ୍ସବ ୨୦୨୫

ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହେବ ୧୧ଦିନିଆ ମହୋତ୍ସବମହୋତ୍ସବ ମଞ୍ଚରେ ଶୋଭାପାଇବ ଖଡଖାଇ ବନ୍ଧ ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି
Read More...

ପାଣ୍ଡରା ସମାଜର ମହାସଭା ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ତହଁସିର ଶିବ ମନ୍ଦିର ପରିସରରେ କଳାହାଣ୍ଡି-ବଲାଙ୍ଗିର ଜିଲ୍ଲାର ପଣ୍ଡରା ମାଳି ସମାଜ ପକ୍ଷରୁ ସମାଜର ମହାସଭା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ସୁରେନ୍ଦ୍ର ମହଲାଙ୍କ ଆବାହାନରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପୂର୍ବରୁ ପୂର୍ବତନ ପରିଚାଳକ
Read More...

ମିଡ଼ିଆ କ୍ଲବ ପକ୍ଷରୁ ‘ମିଡ଼ିଆ କନକ୍ଳେଭ- ୨୦୨୫’ ଅନୁଷ୍ଠିତ

ଭ୍ରମାତ୍ମକ ଖବର ପ୍ରସାରଣ ଯୋଗ ବିଶ୍ୱାସନୀୟତା ହରାଉଛି ସାମାଜିକ ଗଣମାଧ୍ୟମ ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ପରିସରରେ ମିଡ଼ିଆ କନକ୍ଳେଭ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଡ଼ିଏଫଓ ଯଶବନ୍ତ ସେଠି,
Read More...