oom

ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେକର୍ଡ

jsmm

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ଏକ ପାହାଚ ଚଢ଼ିବାରେ ସକ୍ଷମ ହୋଇଛନ୍ତି ସଫଳତାର । ଆକ୍ଟିଂ ସଂସାସରରେ ନିଜର ନିଜ ନିଆରା ଓ ସ୍ପେସିଆଲ ପରିଚୟ ସୃଷ୍ଟି କରି ସାରିଥିବା ଏହି ଅଭିନେତ୍ରୀ ଲେଖା ଜଗତରେ ପଛରେ ନାହାନ୍ତି। ପ୍ରିୟଙ୍କାଙ୍କର ପ୍ରଥମ ପୁସ୍ତକ ‘ଅନ୍‌ଫିନିସ୍‌ଡ଼୍‌’ ରିଲିଜ୍‌ ହୋଇଛି। ତେବେ ମାତ୍ର ୧୨ ଘଣ୍ଟା ମଧ୍ୟରେ ଏହା ଆମେରିକାରେ ସବୁଠାରୁ ଅଧିକ ବିକ୍ରି ହୋଇପାରିଛି। ଅଭିନେତ୍ରୀ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ପୁସ୍ତକ ଅଧିକ ବିକ୍ରି ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି।

jittmm
Leave A Reply

Your email address will not be published.