ରୁଗୁଡିପଡା ସ୍ଥିତ ଆର୍‌ଟିଓ ଷ୍ଟେଟିଂ ପଡିଆଠାରେ ରାବଣ ପୋଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବକୁ ବିଜୟା ଦଶମୀ ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନ ପ୍ରଭୁ ଶ୍ରୀ ରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରା ପୃଷ୍ଠକୁ ତା’ର ପାପାହାରରୁ ମୁକ୍ତ କରିଥିଲେ । ଏଥିପାଇଁ ଏହି ଦିନରେ ରାବଣ ପୋଡି ପାଳନ କରାଯାଇଥାଏ । ତେବେ ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସହରର ରୁଗୁଡିପଡା ସ୍ଥିତ ଆର୍‌ଟିଓ ଷ୍ଟେଟିଂ ପଡିଆଠାରେ ରାବଣ ପୋଡି ପାଳିତ ହୋଇଯାଇଛି । ଅନ୍ୟପଟେ ବର୍ଷା ସତ୍ୱେ ମଧ୍ୟ ହଜାର ହଜାର ଲୋକଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିିଛି ।

Leave A Reply

Your email address will not be published.