jayashree

ରମ୍ଭାରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲା ରମ୍ଭା ଏକ ଐତିହାସିକ ସ୍ଥଳ ଅଟେ । ଗତକାଲି ଅହିଂସା ରଥ ପରିକ୍ରମା ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ହଜାର ହଜାର ଲୋକ ସ୍ମୃତିଚାରଣ କରିଥିଲେ ସ୍ୱାଧୀନତାର ମହାନ୍‌ ବରପୁତ୍ରମାନଙ୍କୁ । ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.