csstore

ବେଲପଡାରେ ଇଞ୍ଜିନିୟରିଂ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅଫିସ ପରିସରରେ ଗତକାଲି ଇଞ୍ଜିନିୟରିଂ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହକାରୀ ଯନ୍ତ୍ରୀ ଚୂଡାମଣି ବାଗ୍‌, ଜେଇ ରବିନ୍ଦ୍ର ସାହୁ, ଅମିତା କୁମାରୀ ଜେନା, ରଘୁରାଜ ପ୍ରଧାନ, ପ୍ରଶାନ୍ତ ଘଡେଇ, ଜଗନ୍ନାଥ ନାୟକ, ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଡିଓ ଭିକ୍ଟର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସମସ୍ତେ ବେଲପଡା ଚିକିତ୍ସାଳୟକୁ ଯାଇ ରୋଗୀଙ୍କୁ ଖାଦ୍ୟ ବାଣ୍ଟିଥିଲେ ।

jayashree
Leave A Reply

Your email address will not be published.