ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ପାଇଁ ସହଯୋଗ କରନ୍ତୁ । ଦୁଇ ସପ୍ତାହରୁ ଅଧିକ ଦିନ କାଶ, ଜ୍ୱର, ଓଜନ କମିବା, କଫରେ ରକ୍ତ ପଡିବା ଆଦି ଲକ୍ଷ୍ୟଣ ଦେଖାଗଲେ କଫ ପରୀକ୍ଷା କରାଇ ନିଅନ୍ତୁ । ସମସ୍ତ ସରକାରୀ ଡାକ୍ତର ଖାନାରେ ଯକ୍ଷ୍ମା ରୋଗର ପରୀକ୍ଷା, ଚିକିତ୍ସା ସହ ପୁଷ୍ଟିକର ଖାଦ୍ୟ ପାଇଁ ସହାୟତା ଉପଲବ୍ଧ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.