ମାଦକ, ପରିମଳ ଓ ନାରୀ ସୁରକ୍ଷା ସମସ୍ୟା ପ୍ରତି କଂସ ଦରବାରରେ ଦୃଷ୍ଟି ଆକର୍ଷଣ କଲା ମହିଳା ସମିତି
ବରଗଡ଼, (ନିରୋଜ କୁମାର ପାଣୀ) : ମହାରାଜ, ଆପଣଙ୍କ ଆଦେଶକୁ ଅବମାନନା କରି ମଥୁରା କଟକରେ ବେଆଇନ ଭାବରେ ମାଦକ ଦ୍ରବ୍ୟର ବହୁଳତା ଯୋଗୁଁ ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି । ସହରର ପରିମଳ ସମସ୍ୟା ଏଭଳି ହୋଇଛି ଯେ, ମହାମାରୀ ବ୍ୟାପିବାର ଭୟ ରହୁଛି । ଏହା ସାଙ୍ଗକୁ ନାରୀମାନଙ୍କ ସୁରକ୍ଷା ପାଇଁ!-->…
Read More...
Read More...