Yearly Archives

2026

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ପ୍ରବାସରେ ଥିବା ଓଡ଼ିଆଙ୍କ ମନରେ ବି ଏହି ପର୍ବର ଉତ୍ସାହ ଦେଖିବାକୁ ମିଳିଛି । ନିଜ ମାଟି, ନିଜ ପରମ୍ପରା ଓ ସମ୍ବଲପୁରୀ ସଂସ୍କୃତିକୁ ମନେ ପକାଇ ପୁନେରେ ଧୁମଧାମରେ ପାଳିତ ହୋଇଛି…
Read More...

“ବେଟି ବଚାଓ ବେଟି ପଢ଼ାଓ” ସଚେତନତା ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଖୁସିରାଣୀ ସାହୁ) : ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦୟାଳୟ ସଇଁନ୍ତଲାରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସଇଁନ୍ତଲା…
Read More...

ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ବାଲିଗୁଡ଼ାର ଷ୍ଟୁଡିଓ ବୁଲୁର ବୁଲୁ…
Read More...

ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲଲିତ ମୋହନ ମେହେର ସ୍ମୁତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ମହାପାତ୍ର କୁଲଦୀପ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର,…
Read More...

ବନ୍ୟା ପରିସ୍ଥିତି ଟଳିଲା : କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବୀ

ପଞ୍ଚାନବେ ପ୍ରତିଶତରେ ଇନ୍ଦ୍ରାବତୀ ଜଳଭଣ୍ଡାର ଜୟପାଟଣା, (ଶେଷଦେବ ବେହେରା) : ହାତୀ ଓ ତେଲନଦୀ ଅବବାହିକାରେ ବନ୍ୟା ପ୍ରଳୟ ଆଣିଦେଇଥିବା ବେଳେ ଏବେ ସ୍ଥିତି ଶାନ୍ତ ହେବାରେ ଲାଗିଲାଣି । ଶହ ଶହ ଏକର ଚାଷ ଜମି କ୍ଷତି ସହିଥିବା ବେଳେ ଏବେ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।…
Read More...

HP Navya ଗ୍ୟାସ ସିଲିଣ୍ଡରର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ପୁଷ୍ପଲତା ଗ୍ୟାସ ଏଜେନ୍ସୀ ଠାରେ ଏଚପିର ନୂଆ ପିଢ଼ିର ସିଲିଣ୍ଡର Navya - New India, New Energyର ଶୁଭାରମ୍ଭ କରାଯାଇଛି । ବିରମହାରାଜପୁର ବିଧାୟକ ତଥା ସୋନପୁର ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ…
Read More...

ପିକଅପ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଡ୍ରାଇଭର ମୃତ, ହେଲ୍ପର ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ରାଜପଥ ୨୬ କୋକସରା ସହର ମଧ୍ୟରେ ଆଜି ମଧ୍ୟାହ୍ନରେ ଏକ ମାଲପରିବହନ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ପିକଅପ ଭ୍ୟାନ ଡ୍ରାଇଭର ମୃତ ହୋଇଥିବା ବେଳେ ହେଲ୍ପର…
Read More...

ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପଞ୍ଚାୟତସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧିର କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଓ ଅଜୀମ ପ୍ରେମଜୀ ଫାଉଣ୍ଡେସନ ସହଯୋଗରେ ଚାଲୁଥିବା ପ୍ରକଳ୍ପ ଦ୍ଵାରା ଏକ ପଞ୍ଚାୟତସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି…
Read More...

ଶିକେରପାଟ ୟୁଥ୍ କ୍ଲବ୍ ପକ୍ଷରୁ ଭବ୍ୟ ନୂଆଁଖାଇ ଭେଟଘାଟ-୨୦୨୬ ଉତ୍ସବ ଅନୁଷ୍ଠିତ

ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ…
Read More...

ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ

ଭାରତର ସ୍ୱାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଇରମ ମାଟିରେ ଇଂରେଜ ଫୌଜଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୯…
Read More...