ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ସାମ୍ବାଦିକ ସମ୍ବିଳନୀ
ବଲାଙ୍ଗିର, (କେପିଏନ୍ଏସ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ମହିଳା ସ୍ୱାସ୍ଥ୍ୟକର୍ମୀ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ବଲାଙ୍ଗିର ପକ୍ଷରୁ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି ।!-->…
Read More...
Read More...