ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ, ମନରେଗା ବଞ୍ଚାଅ ଓ ଅନ୍ୟାନ୍ୟ ଦାବି ନେଇ ଦେଶ ବ୍ୟାପି ସାଧାରଣ ଧର୍ମଘଟ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଟ୍ରେଡ ୟୁନିୟନ ସମେତ କଂଗ୍ରେସ ସମର୍ଥନରେ ଆଜି ଦେଶ ବ୍ୟାପି ଧର୍ମଘଟର ଡାକରା ଦିଆଯାଇଛି । ସିଆଇଟିୟୁ, ଆଇଏନଟିୟୁସି, ଏଚ୍ଏମ୍ଏସ୍ଆଇୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଜିଏମ୍ଏମ୍, ସିଇଏଆର, ଇଣ୍ଡିପେଣ୍ଡେଣ୍ଟ ନ୍ୟାସନାଲ ଫେଡେରେସନ ସହ ସଂଯୁକ୍ତ!-->…
Read More...
Read More...