ଟ୍ରେନ୍ ଧକ୍କାରେ ବୃଦ୍ଧ ଓ ଗାଈ ମୃତ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଫାଟକ ନିକଟରେ ଗୁରୁବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ସମତା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧ ଓ ଏକ ଗାଈର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବୃଦ୍ଧ ଜଣକ କଣ୍ଟାବାଞ୍ଜି ଗାନ୍ଧୀ ନଗର ପଡ଼ାର ଗେପେି!-->…
Read More...
Read More...