ଇନ୍ଦ୍ରାବତୀରୁ ଖରିଫ ଜଳସେଚନର ଶୁଭାରମ୍ଭ
ଜୟପାଟଣା, (ଶେଷଦେବ ବେହେରା) : ଶୁକ୍ରବାର ସକାଳୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଖରିଫ ଜଳ ସେଚନର ଶୁଭାରମ୍ଭ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଳାର ଆଠଟି ବ୍ଲକର ୫୦୧ଟି ଗ୍ରାମର ୧,୧୮, ୦୯୦ ହେକ୍ଟର ଜମିରେ ଚଳିତ ଖରିଫ ପାଇଁ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ଇନ୍ଦ୍ରାବତୀ ବାମ!-->…
Read More...
Read More...