Yearly Archives

2025

ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସଙ୍ଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସୁଦିଂ ନୋଟ୍ସ" ତଥା ପ୍ରଖ୍ୟାତ ସମାଜ ସେବୀ ଅନୁଷ୍ଠାନ"ନୀଲମ୍ ଫାଉଣ୍ଡେସନ"ର ଯୁଗ୍ମ ପ୍ରୟାସ ଏବଂ "ଟ୍ରାଇବାଲ୍ ଦୃଷ୍ଟି ଟିଭି"ର ମିଳିତ ସହଯୋଗରେ ନୋଷ୍ଟାଲ୍ଜିକ୍ ୯୦s' (ସିଜନ୍ - ୫) ଦାତବ୍ୟ ସଙ୍ଗୀତ
Read More...

ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁବାଦ ଦୁଇଟି ଭାଷା ମଧ୍ୟରେ ସେତୁ ଭାବରେ କାମ କରିବା ସହ ଉଭୟ ଭାଷା ମଧ୍ୟରେ ସମ୍ପର୍କକୁ ସୃଦୃଢ଼ କରେ କୋଠାଘର ଆମ ସାହିତ୍ୟ ପରିବାର ସୌଜନ୍ୟରୁ କୋଠାଘର ପ୍ରକାଶନୀରେ ପ୍ରସ୍ତୁତ ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଦ୍ୱାରା ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ
Read More...

ବାବେଜୁରୀ ମହାଶିବରାତ୍ରି ମେଳା ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମସ୍ଥିତ ହରଗୌରୀ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଥିବା ମହାଶିବରାତ୍ରି ମେଳାର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ମଙ୍ଗଳବାର କଳସ ଶୋଭାଯାତ୍ରା ଓ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି
Read More...

ନୟାପାଲିରେ ନୂତନ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଆଜି ମାଁ ବାଡ୍ରାଜ ଚଣ୍ଡୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଗ୍ରାମର ପୁରୋହିତ ଜୀବନକୃଷ୍ଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନି ପଣ୍ଡିତ ବ୍ରାହ୍ମଣମାନେ ଉପସ୍ଥିତ
Read More...

ବାରବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଆଞ୍ଚଳିକ ସାଧନ କେନ୍ଦ୍ର(କ୍ଲଷ୍ଟର) ଅନ୍ତର୍ଗତ ବାରବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ରାଓଙ୍କ
Read More...

ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ
Read More...

ବଡ଼ଉଡ଼ାରରେ ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ନିପୁଣ ଓଡି଼ଶା ମେଳା-୨୦୨୫ କାର୍ଯ୍ୟକ୍ରମ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଉଡାରଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ମୁରିବାହାଲ ବ୍ଲକ ଗୋଷ୍ଠୀ
Read More...

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୨୨ ପରୀକ୍ଷାର୍ଥୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୦୬ ପରୀକ୍ଷା କେନ୍ଦ୍ରରେ ଫେବୃଆରି ୨୨ରୁ ୨୫ ପର୍ଯ୍ୟନ୍ତ ରାଷ୍ଟ୍ରଭାଷା ପ୍ରଚାର ସମିତି ଅନ୍ତର୍ଗତ ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ,
Read More...

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍ : ଫାଇନାଲରେ ପ୍ରବେଶ କଲା ପ୍ରଭାତ କ୍ଲବ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଲୱେ ଖେଳପଡ଼ିଆ ଠାରେ ଚାଲିଥିବା କଣ୍ଟାବାଞ୍ଜି ପ୍ରିମିୟର ଲିଗ୍‌ର ପ୍ରଥମ ଯୋଗ୍ୟତା ମ୍ୟାଚ୍‌ କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏବଂ ସାହାରା କ୍ଲବ ମଧ୍ୟରେ ହୋଇଥିଲା । ଯେଉଁଥିରେ ପ୍ରଭାତ କ୍ଲବ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ସାହାରା
Read More...

କୋଶଲ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସହର ଅନ୍ତର୍ଗତ ବାବାଜୀପଡା ଠାରେ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ ତରଫରୁ କୋଶଲି ଭାଷାର ଜନକ ପ୍ରୟାଗଦତ୍ତ ଯୋଷୀ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠାନର ଆବାହକ ସନ୍ତୋଷ କୁମାର ଦାଶ ପ୍ରଦୀପ ପ୍ରଜ୍ୱଳନ କରିଥିଲେ
Read More...