Yearly Archives

2025

ପୁରୀରେ ଅନୁଷ୍ଠିତ ହେବ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ୯ମ ଜାତୀୟ…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ନୂଆଦିଲ୍ଲୀ, (ପିଆଇବି) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃଆରି ୨୮ ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର
Read More...

ବନ୍ଦ ଘରୁ ମିଳିଲା ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ

କଟକ : ମହିଳା ଡାକ୍ତରଙ୍କ ଆତ୍ମହତ୍ୟା କଟକ ଦରଘାବଜାର ଅଞ୍ଚଳରେ ଥିବା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଘରୁ ଭିତରୁ ମିଳିଛି ଡାକ୍ତରଙ୍କୁ ମୃତଦେହ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି କହିବା ଅନୁସାରେ, ଦରଘାବଜାର ଅଞ୍ଚଳରେ ଅଳକା ରଥ
Read More...

ମାଣ୍ଡୋସିଲ କ୍ରିକେଟ କପ : ଭୂତମୁଣ୍ଡାକୁ ହରାଇ କଲୋନୀପଡା ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଦ୍ୱିତୀୟ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ପତ୍ରାଗୁଡାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଛିନ୍ଦେଇକେଲାକୁ
Read More...

ବୟସ ଗଡିଯାଉଛି ପଛେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ପତ୍ରାଗୁଡା ଗାଁରେ ରହନ୍ତି ମାୟାଧର ତାଣ୍ଡି (୬୫) ଓ ପତ୍ନୀ ଝାରମୁସେନ ତାଣ୍ଡି (୬୩) । ବୟସ ଗଡିଯାଉଛି ପଛେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି । ଏନେଇ ଅନେକଥର ଆବେଦନ କଲେ ସୁଧା ଭତ୍ତା
Read More...

ବାଦିପାଲା ମଞ୍ଚ ରାମଚଣ୍ଡୀ ମହୋତ୍ସବରେ ଥିଲା ଏକ ଅନ୍ୟତମ ଆକର୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ମା' ରାମଚଣ୍ଡୀ ମହୋତ୍ସବ -୨୦୨୫ରେ ବିବିଧ ସାଂସ୍କୃତିକଧର୍ମୀ କାର୍ଯ୍ୟକ୍ରମମାନ ତିନି ଦିନ ଧରି ସମାହିତ ହୋଇଥିଲା । ସାଧୁସନ୍ଥ ସମ୍ମିଳନୀ,
Read More...

ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନର ୧୦ତମ ବାର୍ଷିକ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭାଷା ଭିତ୍ତିକ ଶିକ୍ଷା ଏକ ବିଶ୍ୱସ୍ତରୀୟ ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନୟୁନେସ୍କୋର ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ ୨୦୧୬ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦% ଲୋକ ଯେଉଁ ଭାଷା ବୁଝନ୍ତି ସେହି ଭାଷାରେ ଶିକ୍ଷା ପାଇ ପାରୁନାହାନ୍ତିଆମର ବିବିଧ ଭାଷା ହେଉଛି ଆମର ସବୁଠାରୁ ବଡ଼ ଶକ୍ତିଜାତୀୟ
Read More...

ଡଭା ଗ୍ରାମରେ ଶିବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡ଼ଭା ଗ୍ରାମରେ ଶ୍ରୀ ଶ୍ରୀ ଶିବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହା ୨୨ ତାରିଖ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ବହୁ ଜନ ସମାଗମରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ
Read More...

୨୦୨୫ ମହାକୁମ୍ଭରେ ଯୋଗଦାନ ପାଇଁ ରେଳ କର୍ମଚାରୀମାନଙ୍କୁ ପ୍ରଶଂସା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଭାରତୀୟ ରେଳବାଇ ସଫଳତାର ସହ ୧୬,୦୦୦ରୁ ଅଧିକ ଟ୍ରେନ୍ ପରିଚାଳନା କରିଛି, ଯାହା ୪.୫ କୋଟିରୁ ଅଧିକ ଭକ୍ତଙ୍କ ପାଇଁ ଯାତ୍ରା ସୁବିଧା ପ୍ରଦାନ କରିଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ
Read More...

ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାସ୍ତରୀୟ ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ ପୁଇଁତଲା ବ୍ଳକ ନିଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ମହୋତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ସର୍ବସମ୍ମତି କ୍ରମେ ଆସନ୍ତା ଏପ୍ରିଲ ମାସ ୨୭
Read More...

ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନିକିଆ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଛତ୍ରପୁର ବ୍ଲକ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା,
Read More...