Yearly Archives

2025

ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଡ଼ମୋଟରୀ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସି.ଭି ରମଣଙ୍କ ଜିବନୀ ଉପରେ ଏକ ଆଲୋଚନା ଚକ୍ର 'ରମଣ ଇଫେକ୍ଟ 'ରଖାଯାଇଥିଲା ।
Read More...

ସେୟାର ସୁର ତରଙ୍ଗ ପ୍ରତିଷ୍ଠାନର ବାର୍ଷିକ ଭୋଜି ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେୟାର ଓ ସୁର ତରଙ୍ଗ ପ୍ରତିଷ୍ଠାନ ମିଳିତ ସହଯୋଗରେ ଏକ ବାର୍ଷିକ ଭୋଜି ଉତ୍ସବ ବସ୍ତିଆ ଭବନର ବଗିଚାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେୟାର ଜନ୍ମଜୟ ରାଉତରାୟ, ଅଲେଖ ବାରିକ, ରବୀନ୍ଦ୍ର ପଟ୍ଟନାୟକ, ଅଜୟ ରାଉତ, ନିଖିଲ କଳାକାର ପ୍ରଧାନ, ମନୋଜ ନାୟକ, ଆଶିଷ
Read More...

ମାନ୍ଦଲା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଧରୁଆଙ୍କ ତତ୍ତ୍ଵାବଧାନରେ ଉକ୍ତ ମେଳା ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲା ଆଞ୍ଚଳିକ ସାଧନ
Read More...

ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ଉପଖଣ୍ଡସ୍ତରୀୟ କମିଟି ଓ ତହସିଲ ସ୍ତରୀୟ ଏନଫୋର୍ସମେଣ୍ଟ କମିଟି ଗଠନ କରାଯାଇଛି ।  ଉପଖଣ୍ଡସ୍ତରୀୟ କମିଟିରେ ଉପଜିଲ୍ଲାପାଳ ପାନପୋଷ ଅଧ୍ୟକ୍ଷ ଅଛନ୍ତି । ଏହା ସହିତ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କୁଚାଗାଁ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଗୁନଭାଡି ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ପଟ୍ଟନାୟକଙ୍କ ଅବସରକାଳୀନ
Read More...

ଜୟପାଟଣା ବନାଞ୍ଚଳରେ ଅନିୟମିତତା ଅଭିଯୋଗ

ଅର୍ଥନୈତିକ ଅଭିଯୋଗ ଶାଖାର ଚଢାଉ ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟୋଜିତ ଅର୍ଥନୈତିକ ଅବରୋଧ ଶାଖା ଦ୍ଵାରା ଚଢାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଚଢାଉ ଜୟପାଟଣା ବନ ବିଭାଗ ଅଧିନରେ ଆସୁଥିବା
Read More...

ଟିଟିଲାଗଡ଼ ଧବଳେଶ୍ଵର ବାବାଙ୍କ ଦର୍ଶନ କରି ମହାଶିବରାତ୍ରି ମେଳା ବୁଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ପୋଲିସ ଡିଆଇଜି…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ମହାଶିବରାତ୍ରି ମେଳା ଓ ବାବା ଧବଳେଶ୍ଵରଙ୍କ ଦର୍ଶନ କରିବା ପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓଡ଼ିଶା ସରକାରର ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣକୁ ରକ୍ଷା କରି ଗୁରୁବାର ସନ୍ଧ୍ୟାରେ
Read More...

ଦୁଲକିବନ୍ଧରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲକିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ଚମ୍ପା ବେଣୁପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଗୌନ୍ତିଆପଡା
Read More...

ବଲାଙ୍ଗିର ଅବକାରୀ ବିଭାଗକୁ ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ବଲାଙ୍ଗିର ସହରର ବଡ଼ ଖବର । ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଇନୋଭା କାର ସହ ୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଜିଲ୍ଲାର ମୋବଇଲ ୟୁନିଟ ତଥା ଅବକାରୀ ବିଭାଗ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ
Read More...

ଲୁଟେରାକୁ ବାନ୍ଧିଲା ବଡ଼ମ୍ବା ପୋଲିସ

ଆଠଗଡ଼ : ବଡ଼ମ୍ବା ପୋଲିସ ପକ୍ଷରୁ ଏହି ଚଢାଉରେ ଜଣେ ସିନ୍ଧିଚୋରକୁ ଗିରଫ କରିଛି ପୋଲିସ । ଏହା ସହ ସେହି ଚୋର ନିକଟରୁ ୫୦ ହଜାର ଟଙ୍କାର ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ବଡ଼ମ୍ବା ଥାନା ଗମେଇ ଗାଁର ବିଭିନ୍ନ ବ୍ୟକ୍ତି ଘରୁ ପିତ୍ତଳ ଏବଂ କଂସା ବାସନ ସମେତ ଅନ୍ୟାନ୍ୟ ଆସବାବପତ୍ର
Read More...