ଥାଇ ରାମାୟଣ ରାମକିୟେନର ମନମୋହକ ପ୍ରଦର୍ଶନ ଦେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥାଇ ରାମାୟଣ, ରାମକିୟେନର ଏକ ସମୃଦ୍ଧ ପ୍ରଦର୍ଶନ ଦେଖିଛନ୍ତି । ଏହି ଅବସରରେ ସେ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ବନ୍ଧର ପ୍ରଶଂସା କରିଛନ୍ତି । ଏକ୍ସରେ ପୃଥକ -!-->…
Read More...
Read More...