Yearly Archives

2025

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଆଠଗଡ଼ : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳାଙ୍କୁ ତାଙ୍କ ସ୍ଵାମୀ ପିଟି ପିଟି ହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ବାପଘର
Read More...

ରାଜ୍ୟର ଅଧାରୁ ଅଧିକ ଜାଗା ଜବରଦଖଲ

ଢେଙ୍କାନାଳ : ବିଗତ ୨୫ ବର୍ଷରେ ରାଜ୍ୟରେ ଅଧାରୁ ଉର୍ଦ୍ଦ ଜାଗା ଜବର ଦଖଲ ହୋଇସାରିଛି । ଏପରିକି ଗୋଚର, ଜଙ୍ଗଲ ଜମି, ଶ୍ମଶାନ, ଜଳାଶୟ, ରାସ୍ତାଘାଟ ଆଦି କିଛି ଛାଡୁନାହାନ୍ତି । ଏହା ଉପରେ ପୂର୍ଣ୍ଣଚ୍ଛେଦ ନପଡିଲେ, ସମୟ ଆସିବ ଜମିଜମା ମାମଲା ବୁଝୁଥିବା ଖୋଦ ରାଜସ୍ୱ ବିଭାଗ ମଧ୍ୟ ଭୂମିହୀନ
Read More...

ତାରିଣୀ ପୀଠରେ ଚଣ୍ଡି ମହାଯଜ୍ଞ ସମ୍ପନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଶୋକାଷ୍ଟମୀ ତିଥିରେ ଶନିବାର ଦିନ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମନୋରଞ୍ଜନ ଦାଶ ଆଚାର୍ଯ୍ୟ ଯଜ୍ଞର କାର୍ଯ୍ୟ
Read More...

ଯୋଗାଣ ସହାୟକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ଖୁସିରାନୀ ସାହୁ) : ୨୦୧୨ ମସିହାରୁ ପୂର୍ବ ରାଜ୍ୟ ସରକାର ଯୋଗାଣ ସହାୟକ ମାନଙ୍କୁ ଅବହେଳିତ କରି ଆସିବା ସହ ଦରମା ମଧ୍ୟ ବୃଦ୍ଧି କରୁନ ଥିବା ବେଳେ ଯୋଗାଣ ସହାୟକ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି
Read More...

ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ରେ ପ୍ରଶାସନିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ଦୁର୍ବଳ ବର୍ଗ ଓ ମହିଳାଙ୍କୁ ଗୁରୁତ୍ୱ ଦେବା ସହିତ ଏହାକୁ ଲୋକାଭିମୁଖୀ କରିବା ଦିଗରେ ଏକ ପଦକ୍ଷେପ ନୂଆଦିଲ୍ଲୀ, (ପିଆଇବି) : ଓ୍ଵାକଫ୍‌ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ଥିବା ଆହ୍ୱାନକୁ ଦୂର କରି ଏହାକୁ ସରଳ ତଥା ଲୋକାଭିମୁଖୀ କରିବା ।
Read More...

କେନ୍ଦ୍ର କ୍ୟାବିନେଟରେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୨ ” କୁ ମଞ୍ଜୁରି ଲାଗି ନିଆଯାଇଥିବା ନିଷ୍ପତ୍ତିକୁ…

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛିଆମ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଅଭିବୃଦ୍ଧି ଏବଂ ବିକାଶର କେନ୍ଦ୍ରରେ ପରିଣତ କରିବା ପାଇଁ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ ଏକ ପରିବର୍ତ୍ତନଶୀଳ ମାଧ୍ୟମଏହି ଲକ୍ଷ୍ୟକୁ ଆହୁରି
Read More...

କାର୍ବି ଆଙ୍ଗଲୋଙ୍ଗରେ ଯୋଗୋତ୍ସବ କାର୍ଯ୍ୟକ୍ରମ

ଯୋଗ ପାଇଁ ଆସାମ ଏକଜୁଟ୍‌ ୭୮ ଦିନ ପରେ ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ର ଅବଗଣନା ଜାରି ରହିଥିବା ବେଳେ, ଯୋଗର ଉତ୍ସାହ ଆସାମର କାର୍ବି ଆଙ୍ଗଲୋଙ୍ଗର ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ପ୍ରତିଧ୍ୱନିତ ହୋଇଥିଲା,
Read More...

ତୀର୍ଥରାଜ ଦଳପତି ପାଇଲେ ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନ

ଜୟପାଟଣା, (ଶେଷଦେବ ବେହେରା) : ରାଜ୍ୟ କଳାକାର ମହାସଂଘ ସୋର, ବାଲେଶ୍ଵର ଠାରେ ଗତ ତା ୪.୪.୨୦୨୫ରିଖ ଦିନ ଆୟୋଜିତ କଳାକାର ମହାସଂଘର ମହାଧିବେସନରେ ଜୟପାଟଣାର ବିଶିଷ୍ଟ ଘୁମୁରା ଗୁରୁ ତୀର୍ଥରାଜ ଦଳପତି ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏନେଇ କଳାହାଣ୍ଡିର ସମସ୍ତ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ନାମଫଳକ ଅଭିଯାନର ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ 'ଓଡ଼ିଆ ପକ୍ଷ 'ପାଳନ ଅବସରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏହାର ଚତୁର୍ଥ ଦିବସରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ଓଡ଼ିଆରେ ନାମ ଫଳକ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବା ନିମନ୍ତେ
Read More...

ବିମ୍‌ସଟେକ୍ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକରେ ବିମ୍‌ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି ।ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ
Read More...