Yearly Archives

2025

ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଯୋଗର୍ସ ପାର୍କରେ ଭାରତୀୟ ଯୋଗ ସଂସ୍ଥାନର ୫୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ସୁରେଶ କୁମାର ପଧାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଓଡ଼ିଶାର ପ୍ରାନ୍ତ ଉପ ପ୍ରଧାନ
Read More...

ଚେନ୍ନାଇରେ ଆୟୋଜିତ ହେଲା ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା

ଏନିମେ, ମାଙ୍ଗା, ୱେବଟୁନ୍‌ ଓ ଭଏସ ଆକ୍ଟିଂରେ ୯୦ ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ କଲେ ଅଂଶଗ୍ରହଣ ଚେନ୍ନାଇ, (ପିଆଇବି) : ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା (ୱାମ୍‌) ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ଏବଂ ପୁଡୁଚେରୀର ୯୦ଜଣ
Read More...

ପବିତ୍ର ରାମନବମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ
Read More...

ଛତିଶଗଡ଼ର ବସ୍ତରରେ ବସ୍ତର ପଣ୍ଡୁମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ…

ମୋଦୀ ସରକାର ବସ୍ତର ପଣ୍ଡୁମକୁ ଏହାର ପରମ୍ପରା, ସଂସ୍କୃତି ଏବଂ କଳାକୁ ବିଶ୍ୱ ସମ୍ମୁଖକୁ ଆଣି ଆନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ କାର୍ଯ୍ୟ କରୁଛନ୍ତିଆସନ୍ତା ବର୍ଷ ୧୨ଟି ବର୍ଗରେ ବସ୍ତର ପଣ୍ଡୁମ କାର୍ଯ୍ୟକ୍ରମ ପାଳନ କରାଯିବ ଏବଂ ଏଥିରେ ସାରା ଦେଶର ଆଦିବାସୀମାନେ ଅଂଶଗ୍ରହଣ କରିବେସମଗ୍ର
Read More...

ଭୁବନେଶ୍ୱର ଉତ୍ତରା ଛକରେ ବଡ଼ ଦୁର୍ଘଟଣା

ଉତ୍ତରା : ଉତ୍ତରା ଛକ ସିଫା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଟୁରିଷ୍ଟ ବସ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲମ୍ବୋର ରାଷ୍ଟ୍ରପତି ସଚିବାଳୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହ ଏକ ଗଠନମୂଳକ ଆଲୋଚନା କରିଛନ୍ତି । ଆଲୋଚନା ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିପେଣ୍ଡେନ୍ସ ସ୍କ୍ବେୟାରଠାରେ ଆନୁଷ୍ଠାନିକ ସ୍ୱାଗତ
Read More...

ମଧୁବନ ସ୍ଥିତ ଭୈରବୀ ମନ୍ଦିର ପ୍ରାଙ୍ଗଣରେ “ଆନ୍ଦୋଳନ”ର ପ୍ରଥମ ପୋଷ୍ଟର ରିଲିଜ

ମୟୁରଭଞ୍ଜ, (ଦେବସ୍ମତି ଚୌଧୁରୀ) : ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଦ ସମୟ ଧରି ମୟୁରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଅହରହ ସଂଗ୍ରାମ ଜାରିରଖି ଆସୁଥିବା ଅଣ ରାଜନୀତି ଯୁବ ଛାତ୍ର ସଂଗଠନ ଭଞ୍ଜସେନା ବିଭିନ୍ନ ଉପାୟରେ ତାର ପ୍ରଚେଷ୍ଟା ଜାରି ରଖିଥିବା ସହିତ ଆଗାମୀ ଦିନରେ କିଭଲି ଭାବେ ଆମ ଜିଲ୍ଲା
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ମହାମହିମ ରାଷ୍ଟ୍ରପତି ଦିଶାନାୟକ ଜୀ,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରଆୟୁବୋୱାନୱନକ୍କମଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହି ପୁରସ୍କାର କେବଳ ମୋତେ
Read More...

ପ୍ରଧାନମନ୍ତ୍ରୀଙ୍କୁ ‘ଶ୍ରୀଲଙ୍କା ମିତ୍ର ବିଭୂଷଣ’ ସମ୍ମାନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରପତି ଦିଶାନାୟକେ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ କରିଛନ୍ତି । କୃତଜ୍ଞତା ଜ୍ଞାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ
Read More...

ବୀର ସହିଦ୍ ରଘୁନାଥ ମାହାତୋଙ୍କର ୨୪୭ ତମ ସହିଦ୍ ଦିବସ ପାଳନ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଟିକରବାଟି ଗ୍ରାମ ଠାରେ ମହିଳା କୁଡୁମୀ ସେନା ଓ କୁଡୁମୀ ଛାତ୍ର ସେନାର ମିଳିତ ଉଦ୍ୟମରେ ଲୋକନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ଜନସଭାର ଆୟାଜନ କରାଯାଇଥିଲା । ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି
Read More...