Yearly Archives

2025

ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଭୟ ନେତା ଭାରତ ପକ୍ଷରୁ
Read More...

ଗୁଜରାଟରରେ ଇଫକୋର କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ‘ବୀଜ ଅନୁସନ୍ଧାନ କେନ୍ଦ୍ର”ର…

ଇଫକୋର ୫୦ ବର୍ଷର ଗୌରବମୟ ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ସମବାୟ ଏବଂ କର୍ପୋରେଟ ମୂଲ୍ୟବୋଧ ମିଳିତ ଭାବେ କାର୍ଯ୍ୟ କରିଥାଏ ସେତେବେଳେ କେତେକ ଅବିଶ୍ୱସନୀୟ ଫଳାଫଳ ହାସଲ ହୋଇଥାଏଭାରତ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ଇଫକୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପଡ଼ୋଶୀ ଦେଶଗୁଡ଼ିକରେ ଭାରତର ବିକାଶମୂଳକ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶ୍ରୀଲଙ୍କା ଗସ୍ତ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ସେସବୁ ମଧ୍ୟରେ ଥିଲା ୧୨୮ କିଲୋମିଟର ମାହୋ-ଓମାନ୍ଥାଇ ରେଳଲାଇନର ଆଧୁନିକୀକରଣ । ଏହା ସହିତ ମହୋ-ଅନୁରାଧାପୁରା ସେକ୍ସନରେ ଉନ୍ନତ ସିଗନାଲ ଓ
Read More...

ୱାମ୍ : ଭାରତରେ ମାଙ୍ଗା ଓ ଆନିମେର ବିକାଶ

ୱେଭ୍ସ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା ସୃଜନଶୀଳ ପ୍ରତିଭାଙ୍କୁ କରୁଛି ସଫଳ ନୂଆଦିଲ୍ଲୀ, (ପିଆଇବି) : ରେଶମ୍ ତଲୱାର୍ ସର୍ବଦା ନିଜ ସ୍ୱରର ଶକ୍ତି ଉପରେ ବିଶ୍ୱାସ କରୁଥିଲେ । ଜଣେ ଦୃଷ୍ଟିହୀନ କଳାକାର ଭାବରେ, ସେ ଜାଣିଥିଲେ ଯେ ତାଙ୍କ ସ୍ୱର କେବଳ ଶବ୍ଦଠାରୁ ଅଧିକ ସାମର୍ଥ୍ୟ ବହନ କରେ,
Read More...

ବିଷ ପିଇ ଗୋଟିଏ ପରିବାରର ୩ ମୃତ

ବ୍ରହ୍ମପୁର : ଗଞ୍ଜାମ ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା । ବିଷ ପିଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଆଉ ସମସ୍ତଙ୍କୁ ଏମ୍‌କେସିଜିରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ପୋଲିସ ଘଟଣା ସଂପର୍କରେ ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଗଞ୍ଜାମ
Read More...

ଯୋଗିସର୍ଡ଼ା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ଶ୍ରୀରାମଙ୍କ ପୁଜନୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗିସର୍ଡା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରଭୁ ଶ୍ରୀରାମଙ୍କ ପୁଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ଗତ ୧୯୩୧
Read More...

ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଷଷ୍ଠ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ଆୟୋଜିତ ଏହି
Read More...

ପବିତ୍ର ରାମ ନବମୀ ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରାମ ନବମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ପ୍ରହରୀ, ନାମ ସଙ୍କୀର୍ତ୍ତନ ଓ ସହର ସାରା ଗେରୁଆ ରଙ୍ଗର ପତାକା ଲଗା ହୋଇଛି । ହାଇସ୍କୁଲ ପଡ଼ାରେ ଅଷ୍ଟ ପ୍ରହର ନାମଯଜ୍ଞ ୨୩ ବର୍ଷରେ ପଦାର୍ପଣ କରିଥିବା ବେଳେ କର୍ତ୍ତା ଭାବେ ବସିଥିଲେ ବିଦେଶୀ କଟା ଏବଂ
Read More...

ବରଗଡ ସାଂସଦଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବରଗଡ, (ନିରୋଜ କୁମାର ପାଣୀ) : ଏପ୍ରିଲ ୫ ତାରିଖ ଦିନ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ଜନ୍ମ ଦିବସରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିବା ସହ ଜୀବନର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର
Read More...

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଆୟୋଜିତ ହେଲା ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ ଆଜି ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ,
Read More...