Yearly Archives

2025

ଶ୍ରୀନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀନୃସିଂହ ମନ୍ଦିର ମଠାଧିଶ ପୂଜ୍ୟ ମହନ୍ତ ଶ୍ରୀ ବ୍ରଜମୋହନ ଶରଣଦେବ ଓ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ଗରିବ ବ୍ରାହ୍ମଣ ବାଳକମାନଙ୍କୁ ନିଶୁଳ୍କ ସାମୁହିକ ବ୍ରତୋପନୟନ ଶ୍ରୀନୃସିଂହ ମନ୍ଦିର ପରିସରରେ
Read More...

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଡାକରାରେ ବିଭିନ୍ନ ଚାଷୀ ସଂଗଠନ, ବୁଦ୍ଧିଜୀବୀ ତଥା ଶ୍ରମିକ ସଂଗଠନମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଏକ ବିକ୍ଷୋଭ ସଭାରେରେ ସାମିଲ ହୋଇଥିଲେ
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଓ ୟୁଏସ୍ ତାଲିମ ଶିବିର ଉଦ୍‌ଘାଟିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଗୁଡଭେଲା ହାଇସ୍କୁଲ ଠାରେ ଓ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଏକ କାଳୀନ ଉଦଘାଟିତ ହୋଇଯାଇଛି । ପ୍ରସ୍ତୁତି ତାଲିମ ଶିବିରକୁ ଏବିଇଓ
Read More...

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁନିସିପେଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସ୍ଵାଧୀନ ରଥଙ୍କ ତତ୍ତ୍ଵାବଧାନରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ସୋମବାର ପାଳିତ ହେଇଯାଇଛି । ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ "ସୁସ୍ଥ ଅୟମାରମ୍ଭ ଆଶାଦୀପ୍ତ ଭବିଷ୍ୟତ"ର ସ୍ଲୋଗାନ ସହ ସଭାକୁ
Read More...

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ “ବର୍ଣ୍ଣବୋଧ ବଣ୍ଟନ ଓ ବର୍ଣ୍ଣବୋଧ ଉତ୍ସବ” ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିରେ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ
Read More...

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଦିନ ରେ ଆଜି ଜିଲ୍ଲାବ୍ୟାପୀ 'ବର୍ଣ୍ଣବୋଧ ଉତ୍ସବ' ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଲୟ ମାନଙ୍କରେ ଛାତ୍ର ଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ
Read More...

ଜୟ ଶ୍ରୀ ରାମ ଆଧ୍ୟାତ୍ମିକ ଲୋକ ସାହିତ୍ୟ ମହୋତ୍ସବ ପାଳିତ

କଟକ, (ସସ୍ମିତା ପ୍ରଧାନ) : ପବିତ୍ର ରାମନବମୀ ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଜୟ ଶ୍ରୀ ରାମ ଆଧ୍ୟାତ୍ମିକ ଲୋକ ସାହିତ୍ୟ ମହୋତ୍ସବ ମ୍ୟୁନିସପାଲିଟି ଟାଉନ ହଲ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଥର ଆଧ୍ୟାତ୍ମିକ ଲୋକ ସାହିତ୍ୟରେ ନାମ ସଙ୍କୀର୍ତ୍ତନକୁ ଅନ୍ତର୍ଭୁକ୍ତ
Read More...

ପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦ୍‌ଘାଟିତ

ମଣିଷ ତିଆରି ପାଇଁ ପ୍ରକୃତ ଶିକ୍ଷା ଆବଶ୍ୟକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ ଯୁବ ସମାଜ ବିପଥ ଗାମୀ ହେଉଛନ୍ତି । ତେଣୁ ସାମାଜିକ ବିବର୍ତ୍ତନ ପାଇଁ କୈଶୋର ଅପରାଧ ରୋକିବା ସହିତ ପ୍ରକୃତ ଶିକ୍ଷା ହିଁ ଉପଯୁକ୍ତ ମଣିଷ ଗଠନ କରାଯାଇ ପାରିବ ବୋଲି ବରଗଡ ଜିଲ୍ଲା ପଦ୍ମପୁର
Read More...

‘ହରିତ ଯୋଗ’ ଉଭୟ ମନୁଷ୍ୟ ଓ ପ୍ରକୃତିକୁ ସୁରକ୍ଷିତ ରଖିଥାଏ : କେନ୍ଦ୍ର ମନ୍ତ୍ରୀ ପ୍ରତାପ ରାଓ ଯାଧବ

● କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଆଜି ‘ହରିତ ଯୋଗ’ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ● ‘ହରିତ ଯୋଗ’ର ଶୁଭାରମ୍ଭ ସହିତ ଆରମ୍ଭ ହେଲା ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା● ଯୋଗ
Read More...

କୁଡ଼ାସିଂହାରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନନ୍ତ ଶ୍ରୀ ବିଭୁଷିତ ଗୋବର୍ଦ୍ଧନ ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିତ୍ୟ ବାହିନୀ ଓ
Read More...