Yearly Archives

2025

ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା (ବିଏଫ୍‌ଏସ୍‌ଆଇ) କ୍ଷେତ୍ରରେ ସାଇବର ସୁରକ୍ଷାକୁ ସୁଦୃଢ କରିବା ପାଇଁ ପ୍ରଥମ…

ଡିଜିଟାଲ ଥ୍ରେଟ୍ ରିପୋର୍ଟ ୨୦୨୪ର ଉନ୍ମୋଚନ ଅବସରରେ ଭାରତର ଆର୍ଥିକ ମେରୁଦଣ୍ଡର ସୁରକ୍ଷା ପାଇଁ ସମନ୍ୱିତ ସାଇବର ସୁରକ୍ଷା ଢାଞ୍ଚାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ଏମଇଆଇଟିୱାଇ ସଚିବ ଏସ୍‌. କ୍ରିଷ୍ଣନରିପୋର୍ଟରେ କ୍ଷେତ୍ରବ୍ୟାପୀ ସୁରକ୍ଷା ବ୍ୟବଧାନ ଏବଂ ଉଦୀୟମାନ ସାଇବର ବିପଦକୁ
Read More...

ପୁରୀରେ ବଡ ଅଘଟଣ : ନିଆଁ ଲାଗି ସବୁ ଜଳିଗଲା

ପୁରୀ : ପୁରୀରେ ବଡ ଅଘଟଣ । ବସ୍‌ରେ ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌ । ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଆସି ରହିଥିଲା । ଯେତେବେଳେ ବସ୍‌ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା । ରାସ୍ତା ଉପରେ ବସ୍‌ଟି
Read More...

ୱାମ୍ : ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ

ନୂଆଦିଲ୍ଲୀ, (ପିଆଇବି) : ରେଶମ ତଲୱାର ସବୁବେଳେ ସ୍ୱରର ଶକ୍ତିରେ ବିଶ୍ୱାସ କରିଆସିଛନ୍ତି । ଜଣେ ଦୃଷ୍ଟି ବାଧିତ କଳାକାର ଭାବରେ, ସେ ଜାଣିଥିଲେ ଯେ ତାଙ୍କ ସ୍ୱର କେବଳ ଶବ୍ଦ ମାତ୍ର ନୁହେଁ, ଏହା ଭାବପ୍ରବଣତା, ନିଜକୁ ପ୍ରକାଶ କରିବାର ମାଧ୍ୟମ ଏବଂ ଚରିତ୍ରଗୁଡ଼ିକୁ ଜୀବନ୍ତ କରିବାର କ୍ଷମତା
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ଆନୁକୂଲ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ବ୍ରୀଜମୋହନ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶାରୀରିକ ସ୍ୱାସ୍ଥ୍ୟ
Read More...

ଜାତୀୟ ଫୁଟୱେର ଡିଜାଇନ ଏବଂ ବିକାଶ ପ୍ରତିଷ୍ଠାନ ପକ୍ଷରୁ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା

ଭୁବନେଶ୍ୱର, (ପିଆଇବି) : ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନ ହାଇଦ୍ରାବାଦ ସ୍ଥିତ ଜାତୀୟ ଫୁଟୱେର ଡିଜାଇନ ଏବଂ ବିକାଶ ପ୍ରତିଷ୍ଠାନ ପକ୍ଷରୁ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର
Read More...

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ : ୧୭ ଯାଏ ସ୍ୱଳ୍ପ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ
Read More...

ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ କାଠୁଆ ଠାରେ ସୀମା ଆଉଟପୋଷ୍ଟ ପରିଦର୍ଶନ ଏବଂ ବିଏସ୍ଏଫ୍ କର୍ମଚାରୀଙ୍କ ସହ ମତ ବିନିମୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୁରକ୍ଷା ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧନିଜ କର୍ତ୍ତବ୍ୟ ସମ୍ପାଦନରେ ସୈନିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବା ପାଇଁ ମୋଦୀ ସରକାର କାର୍ଯ୍ୟ
Read More...

ଜାମ୍ମୁ-କାଶ୍ମୀରରେ ସହିଦ ପୋଲିସ କର୍ମଚାରୀଙ୍କ ପରିବାରକୁ ଭେଟିବା ସହିତ ୯ ଜଣଙ୍କୁ ଅନୁକମ୍ପା ନିଯୁକ୍ତି ପତ୍ର ପ୍ରଦାନ…

ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସାହସୀ ପୋଲିସମାନଙ୍କ ପାଇଁ ସମଗ୍ର ଦେଶ ଗର୍ବିତସହିଦ ଏସ୍‌ଜିସିଟି ଯଶୱନ୍ତ ସିଂହଙ୍କ ପୁଅ ୧୨ ବର୍ଷ ବୟସ୍କ ଯୁବରାଜ ସିଂହ ବୟସ୍କ ହେବା ପରେ ତାଙ୍କ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ସକାରାତ୍ମକ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ
Read More...

ବେଆଇନ ମହୁଲ ବୋଝଇ ପିକଅପ୍ ଜବତ : ୧ ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ-କର୍ଲାବାହାଲି ଛକରେ କଣ୍ଟାବାଞ୍ଜି ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ଏକ ବେଆଇନ୍ ମହୁଲ ବୋଝେଇ ବୋଲେରୋ ପିକଅପକୁ ଜବତ କରାଯାଇଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ଅବକାରୀ
Read More...

ମାଟ୍ରିକ୍‌ ଖାତା ମୂଲ୍ୟାୟନ ଶେଷ : ମେ’ ମାସ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ : ମାଟ୍ରିକ୍‌ ଖାତା ମୂଲ୍ୟାୟନ ଶେଷ ହୋଇଛି । କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି । ରାଜ୍ୟର ୫୨ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ସରି ଉତ୍ତର ଖାତାଗୁଡ଼ିକ ମାଧ୍ୟମିକ ଶିକ୍ଷା ପରିଷଦ
Read More...