Yearly Archives

2025

ରୋତ କଲେଜରେ ଓଡ଼ିଆ ପକ୍ଷ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ଠାରେ ଓଡ଼ିଆ ପକ୍ଷ ପାଳନ ହୋଇଯାଇଛି । ଏହି ଅବସରରେ 'ଆସ ବହିଟିଏ କିଣିବା' ଓ 'ଲେଖକ ସମ୍ମିଳନୀ' ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମନରେ ପୁସ୍ତକ କ୍ରୟ ଓ ପଠନ କରିବାର ଆଗ୍ରହ ବୃଦ୍ଧି
Read More...

ମୁନିଗୁଡା ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଡାକୁଲୁଗୁଡା ଚମ୍ପିଆନ ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଟିକରପଡା ଆମ୍ଵେଦକର କ୍ଲବ ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ଆମ୍ଵେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ସମାପନ ହୋଇଯାଇଛି । ମୁନିଗୁଡ଼ା ଡ଼ଃ. ଆମ୍ବେଦକର କ୍ରିକେଟ
Read More...

ଚାଷ ଜମିରେ ଚାଷୀଙ୍କ ଅକାଳ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୬ ତାରିଖରେ ସରସରା ଗ୍ରାମର ଜଣେ ୬୧ ବର୍ଷୀୟ ଚାଷୀ ଶାନ୍ତିଲାଲ ଭୋଇଙ୍କ ଅକାଳ ମୃତ୍ୟୁ ଘଟିଯାଇଛି । ଚାଷ ଜମି ହିଡରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକେ ଉଦ୍ଧାର କରି ବରଗଡ଼ ସଦର ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ଦେଖି ମୃତ
Read More...

ପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦ୍‌ଯାପିତ

ଉଜ୍ୱଳ ଭବିଷ୍ୟତ ପାଇଁ ଉପଯୁକ୍ତ ପରିବେଶ ଓ ସୁଯୋଗ ଆବଶ୍ୟକ ପଦ୍ମପୁର, (ନିରୋଜ କୁମାର ପାଣୀ) : ପିତା ମାତାଙ୍କ ଆଶୀର୍ବାଦ, ଉତ୍ତମ ପାରିବାରିକ ପରିବେଶ ତଥା ମନଲାଖି ସୁଯୋଗ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ ବୋଲି ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲୟନ୍ସ ଗୁରୁକୁଳ
Read More...

ଉଦିତନଗର ସରକାରୀ ହାଇସ୍କୁଲରେ ଇ-ୱେଷ୍ଟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହୁଲାଡ଼େକ ଏବଂ ୱାଇ.ଏମ୍‌.ଏଫ୍‌.ଆଇର ମିଳିତ ସହଯୋଗରେ ସ୍ଥାନୀୟ ଉଦିତନଗର ସରକାରୀ ହାଇସ୍କୁଲରେ ଇ-ୱେଷ୍ଟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟ
Read More...

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ବୃଦ୍ଧ ଦମ୍ପତି ହେଲେ ଲଡୁ କିଶୋର ମହାରଣା ଓ ତାଙ୍କ ପତ୍ନୀ ସଜନୀ ମହାରଣା ।
Read More...

ବନଦୁର୍ଗା ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ମହୋତ୍ସବ କେବଳ ମନୋରଂଜନର ମାଧ୍ୟମ ନହେଇ ସମସ୍ୟା ସମାଧାନର ମଞ୍ଚ ହେଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହୋତ୍ସବର କେବଳ ମନୋରଂଜନର ମାଧ୍ୟମ ନୋହୋଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନର ମଞ୍ଚ ହେଉ । ଲୋୟର ସୁକତେଲ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନଙ୍କର ସମସ୍ୟା ସମାଧାନ
Read More...

ପୁରୀରେ ସେବାୟତଙ୍କ ଦ୍ଵାରା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା : ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ଦେଲା ଜିଲ୍ଲା…

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା ସାମ୍ୱାଦିକ ସଙ୍ଘ ତରଫରୁ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଏସ୍‌ ସ୍ଵାତୀ କୁମାରଙ୍କ ଜରିଆରେ
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ ନିଆଁ : ଜଣେ ଗୁରୁତର

ବଲାଙ୍ଗିର, (ଖୁସି ରାନି ସାହୁ) : ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ ଲାଗିଲା ନିଆ । ୟୁନିଟ୍ ୬ ନମ୍ୱର୍ ବିଲଡିଂରେ ନିଆଁ ଲାଗିଛି । ସୂଚନା ଅନୁସାରେ କେମିକାଲ ମିଶାଇବା ସମୟରେ ନିଆଁ ଲାଗିଥିବା ବେଳେ ଘଟଣାରେ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହେଇଥିବା ଜଣାପଡ଼ିଛି ।
Read More...

ଜିଲ୍ଲା ପ୍ରଶାସନର ଆକ୍ସନ : ସିଲ୍ ହେଲା ଘରୋଇ ହସ୍ପିଟାଲ

ଚଣ୍ଡିଖୋଲ : ଚିକିତ୍ସା ଅବହେଳାରୁ ମହିଳା ମୃତ୍ୟୁ ଘଟଣାରେ ଆକ୍ସନ । ସିଲ୍‌ ହେଲା ଘରୋଇ ହସ୍ପିଟାଲ । ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ସ୍ଥିତ ଗୋପପୁର ଛକ ନିକଟରେ ଥିବା ରୋହିଣୀ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁସାରେ ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ ଜଣେ
Read More...