Yearly Archives

2025

ଝାରମୁଣ୍ଡାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ : ସାଧାରଣ ସଭା ଓ ଆଲୋଚନା ଚକ୍ର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍ ପରିସରରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ
Read More...

୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ସଡ଼କ…

୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, ୩୩୩୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନଡବଲ୍‍ ଇଞ୍ଜିନ ସରକାରର ଡବଲ କମାଲ୍‍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେଓଡ଼ିଶା ପାଇଁ ୯୦୨୩ କୋଟି ଟଙ୍କାର ୧୩ ଟି
Read More...

ସିଆର୍‌ପିଏଫ୍ ଦିବସ ପରେଡ-୨୦୨୫କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ

ଦେଶର ସୁରକ୍ଷା ପାଇଁ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଷ୍ଟ୍ର ତରଫରୁ ୨୨୬୪ ସିଆର୍‌ପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମସ୍ତ ସିଏପିଏଫ୍ ପାଇଁ ଅନେକ କଲ୍ୟାଣମୂଳକ
Read More...

ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

• ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ- ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶା ପାଇଁ ପ୍ରାୟ ୪,୧୩୭ କୋଟି ଟଙ୍କାର ୧୯ଟି ଏନ୍‌ଏଚ୍‌ ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

କେନ୍ଦୁଟିକିରା ବିଦ୍ୟାଳୟରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ତାରିଖ ୧୭/୦୪/୨୦୨୫ରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶୁଖା ସୁରେଶ କୁମାର
Read More...

କମିକ୍ସ କ୍ରିଏଟର୍ସ ଚାମ୍ପିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା

ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’ ନୂଆଦିଲ୍ଲୀ, (ପିଆଇବି) : ଆଜିର ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସ କେବଳ ରବିବାର ସମ୍ବାଦପତ୍ରର ଏକ କୋଣରେ ପ୍ରକାଶ ପାଉଥିବା ଏକ ସମ୍ଭ ନୁହେଁ ଅଥବା ସୁପରହିରୋମାନଙ୍କ ଏକ କାହାଣୀ ହୋଇ ରହିନାହିଁ ।
Read More...

ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଏବଂ ଫାର୍ମାସ୍ୟୁଟିକାଲ କ୍ଲଷ୍ଟର…

● ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟରେ ସିଟିଟିସି ଭୁବନେଶ୍ୱର ଏକ ଅଗ୍ରଣୀ ପ୍ରଯୁକ୍ତି କେନ୍ଦ୍ର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଜିତନ ରାମ ମାଞ୍ଛୀ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱାୟତ୍ତ
Read More...

ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଘଟିଥିଲା ଅଘଟଣ । ଡିଜେ ଗାଡ଼ିରେ ୧୧ କେଭି ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ଯୁବକ ହାଟୁଆରୀ ଗ୍ରାମର ବୋଲି ସୂଚନା ମିଳିଛି
Read More...

ସୌଦାମିନୀ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଧର୍ମ ପରାୟଣା ମହିଳା ସୌଦାମିନୀ ମେହେର(୮୪) ଗତ ୧୬ତାରିଖ ଅର୍ଦ୍ଧରାତ୍ରରେ ଇହାଧ୍ୟାମ ତ୍ୟାଗ କରିଛନ୍ତି । ତାଙ୍କର ପରଲୋକ ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ସ୍ୱର୍ଗତ ମେହେର ସାଲେପାଲି ସ୍ଥିତ
Read More...

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ସମ୍ପ୍ରତି ପରିବେଶ ପ୍ରଦୂଷଣ ପ୍ରତି ଅନ୍ୟତମ ସମସ୍ୟାଭାବେ ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ଜନିତ ସମସ୍ୟା ଓ ଏହାର ବ୍ୟବହାର ହ୍ରାସ ଓ ବର୍ଜନ ସମ୍ପର୍କିତ
Read More...