ଭାଇଙ୍କ ହାତରେ ଭାଇ ଗୁରୁତର : ଝଗଡ଼ାକୁ ନିଷେଧ କରିବାରୁ ଟାଙ୍ଗିଆ ଆଘାତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମରେ ଭାଇ-ଭାଇ ମଧ୍ୟରେ ହୋଇଥିବା କଳହ ଗୁରୁତର ଆକ୍ରମଣର ରୂପ ନେଇଛି । ଘଟଣାରେ ଅନ୍ତର୍ଯ୍ୟାମୀ ଭୁଏ (ଆହତ) ଗୁରୁତର ଅବସ୍ଥାରେ ଭୀମସାର ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ତଦନ୍ତରେ ଜଣାପଡ଼ିଛି, ଆହତ!-->…
Read More...
Read More...