Yearly Archives

2025

ପଦ୍ମପୁର ପୂର୍ବତନ ନଗରପାଳ ସତ୍ୟବାନ ଅଗ୍ରୱାଲଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଅଗ୍ରୱାଲ ୧୯୯୭ ରୁ
Read More...

ସାରା ଓଡ଼ିଶାରେ ନାମ ରଖିଲେ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩ ଜଣ ଭାଇ ଭଉଣୀ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ନବମ
Read More...

ସାଲେପୁରରେ ମର୍ମନ୍ତୁଦ ଦୁର୍ଘଟଣା

ସାଲେପୁର : କଟକ ସାଲେପୁର ରାସ୍ତା ନାଳିଆମୁହଁ ଛକ ନିକଟରେ ଶନିବାର ଅପରାହ୍ନରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ୨ କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇଛନ୍ତି ମାଆ-ପୁଅ । ସୂଚନା ମୁତାବକ କେନ୍ଦ୍ରାପଡାରୁ କଟକ ଅଭିମୁଖେ
Read More...

ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍ୱାମୀ ଓ ଶାଶୁ ଘର ଲୋକେ ଫେରାର । ଢେଙ୍କାନାଳ ଗୋବିନ୍ଦପୁର ଦଲକ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟା ସନ୍ଦେହ କରାଯାଉଛି । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର
Read More...

କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି

କଟକ : କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କଟକ ସହରରେ କମିଶନରେଟ ପୋଲିସ ପାକିସ୍ତାନୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଗତ ଦୁଇଦିନ ହେବ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ପୋଲିସ । ଏଯାଏଁ କଟକ ସହରରେ ୩ଜଣ ପାକିସ୍ତାନୀ ନାଗରିକ, ନାବାଳକ ରହିଥିବା ପୋଲିସ ରେକର୍ଡରୁ
Read More...

ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିରରୁ ରାତି ଅଧରେ ଚୋରି : ଦୁଇ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତିରେ କିଛି ଅଜଣା ବ୍ୟକ୍ତି ଧବଳେଶ୍ୱର ମନ୍ଦିର ପରିସରରେ ଲାଗିଥିବା ସିସିଟିଭିକୁ ଅକାମୀ କରି ଚୋରି କରିଥିବା ଅଭିଯୋଗ କରିଥିଲେ ମନ୍ଦିର ପୂଜକ ସୁମନ୍ତ ପାଢ଼ୀ । ଖବର ପାଇବା ମାତ୍ରେ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍‌ଆଇ
Read More...

ପହଲଗାମ ଆକ୍ରମଣକୁ ନିନ୍ଦା ଓ ସାମୁହିକ ଦୀପଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟଶକ୍ତି ନାରୀ ସଂଗଠନ ତରଫରୁ କାଶ୍ମୀରର ପହଲଗାମଠାରେ ବର୍ବରୋଚିତ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆମର ଆତ୍ମାର ସତ୍‌ଗତି ନିମନ୍ତେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ସାମୁହିକ ଦୀପଦାନ ଓ ଦୁଇ ମିନିଟ ନିରବ
Read More...

ବାରିପଦାଠାରେ ଜିଲ୍ଲାସ୍ତରୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ଠାରେ ଜିଲ୍ଲା ସ୍ତରୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ
Read More...

ଭାରତରେ ହୋଇଥିବା ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ରେ ଓଡିଶାର ସଫଳତା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଝାରଖଣ୍ଡର ଗିରିଡିହି ଠାରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ରେ ଓଡିଶାର କରାଟେ ଖେଳାଳିମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାର ୧୦ ଜଣ ଖେଳାଳି ସେନସେଇ ଜିତୁ ପୃଷ୍ଟିଙ୍କ ନେତୃତ୍ୱରେ ଅଂଶଗ୍ରହଣ
Read More...

ଗେଟ୍ ସରୋବର ପଡାରେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗେଟ ସରୋବର ପଡା ବି ଆର ଆମ୍ବେଦକର କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ସ୍ୱାସ୍ଥ୍ୟ
Read More...