Yearly Archives

2025

ଗାଧୋଇବା ବେଳେ ଅଘଟଣ

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗାରେ ଜଣେ ପର୍ଯ୍ୟଟକ ବୁଡି ଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିହାର ଜହାନବାଦର ଅମନ କୁମାର (୨୫) । ତାଙ୍କୁ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ ଯେ, ଗୁରୁବାର ବିହାର ଜହାନବାଦର ଅମନ କୁମାର
Read More...

ଦେଓଗାଁ ଚିନିକଳ ନିକଟରେ ଅକ୍ଷୟ ତୃତୀୟ ଉପଲକ୍ଷେ ଅଖି ମୁଠି ଅନୁକୂଳ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ଅନୁକୂଲ୍ୟରେ ଅକ୍ଷୟ ତୃତୀୟା ଆଖି ମୁଠି ଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଭିନ ସଂଗଠନ ଯୋଗ ଦେଇଥିଲେ ।
Read More...

ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶ୍ୱ ପ୍ରସିଦ୍ଧ କବି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ମୁଖ୍ୟ
Read More...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।
Read More...

ଲୋକଙ୍କୁ ମିଳୁନି ଗାଧୁଆଘାଟ : ଜଙ୍ଗଳରେ ହୋଇଛି ସୁନ୍ଦର ପାହାଚ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲୋକଙ୍କୁ ମିଳୁନି ଗାଧୁଆଘାଟ କି ଗୋଟିଏ ପାହାଚ, କାହା ସ୍ୱାର୍ଥରେ ଏଠି ଜଙ୍ଗଳରେ ତିଆରି ହୋଇଛି ସୁନ୍ଦର ପାହାଚ । ଆପଣମାନେ ଏଦୃଶ୍ୟ ଦେଖି ଜାଣି ପାରୁଥିବେ କେତେ ସୁନ୍ଦର ପାହାଚ, ନା ଏଠାରେ ଅଛି ଘର, ନା ଗାଁ ଦାଣ୍ଡ ଦୁଆର । କାହା ଇସାରାରେ ଧୂଳିମାଟି ପରି
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ଅଖୀମୁଠି ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର କିଶାନ ସେଲ ପଥରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଫଟକରା ଗ୍ରାମରେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ କିଶାନ ସେଲ ସମ୍ପାଦକ
Read More...

ଦେଜୁରୀ ଗ୍ରାମରେ ବଜ୍ରପାତରେ ବଳଦର ଶୋଚନୀୟ ମୃତ୍ୟୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପବିତ୍ର ଅକ୍ଷୟ ତୃତୀୟାରେ ଅଘଟଣ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ଦେଜୁରୀ ଗ୍ରାମ ମହୁଲପଡ଼ାର ଅନିରୁଦ୍ଧ ରତେଇଙ୍କ ଗୋଟିଏ ବଳଦର ବଜ୍ରପାତରେ ଶୋଚନୀୟ ମୃତ୍ୟୁ ଘଟିଛି । ବୁଧବାର ପୂର୍ବାହ୍ନରେ ବ୍ଲକ ଅଂଚଳରେ କାଳ ବୈଶାଖୀ
Read More...

ପୂଜ୍ୟପୂଜା ସେବା ସଂଗଠନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ଏକ ବୈଠକ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଣ୍ୟଶ୍ଲୋକ ସୋମନାଥ ମିଶ୍ରଙ୍କର ଜନ୍ମ ଶତ ବାର୍ଷିକୀର ଏକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ମଇ
Read More...

ଜିଲ୍ଲା ସ୍ତରୀୟ ରବି ଧାନକ୍ରୟ କମିଟି ବୈଠକ

ମଇ ମାସ ୨୩ ତାରିଖରୁ ରବି ଧାନ କ୍ରୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଉରକେଲାର ସାମାଜିକ ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ କଳିଙ୍ଗ ବିହାର ହନୁମାନ ମନ୍ଦିର ପରିସରରେ ସୂଜି ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହାସହ ୯ ଜଣ "ବ୍ରାହ୍ମଣ ଦେବ"ଙ୍କୁ ଅନୁଷ୍ଠାନ
Read More...