Yearly Archives

2025

ଆଇ. ଡି. ଏଲ ମଜଦୂର ସଭା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ଆନୁକୂଲ୍ୟରେ ବାଲିଯୋଡି ସ୍ଥିତ ଉନ୍ନୟନ କାର୍ଯ୍ୟଳୟ ସମ୍ମୁଖରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ୟୁନୀୟନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପରିଡା
Read More...

ଜାତୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ବଲାଙ୍ଗିର ପୁଅ ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜାତୀୟ ସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ଗଜମଣି ବାଗଙ୍କ ସଭାପତତ୍ୱରେ ଅନୁଷ୍ଠିତ
Read More...

ସିଭିଲ କୋର୍ଟରେ ଜାତୀୟ ଶ୍ରମିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜାତୀୟ ଶ୍ରମିକ ଦିବସ, ପ୍ରାଧିକରଣର ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧିଶ ତଥା ପ୍ରାଧିକରଣର ଅଧକ୍ଷ ଡ.ପବିତ୍ର ମୋହନ ସାମଲ ଯୋଗ ଦେଇ ଶ୍ରମିକମାନଙ୍କର ନ୍ୟାର୍ଯ୍ୟ ଅଧିକାର ଓ କର୍ତ୍ତବ୍ୟ ବିଷୟରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ଧକ୍କାରେ ଛାତ୍ରୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଆଇଗିଣିଆ ଚଣ୍ଡୀ ମନ୍ଦିର ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ଛାତ୍ରୀ ମୃତ । ମୃତ ଛାତ୍ରୀ ଜଣକସୁଶ୍ରୀ ସୌମ୍ୟା ବୋଲି ଜଣାପଡ଼ିଛି । ମୃତ ସୁଶ୍ରୀଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ରହି ପାଠ
Read More...

ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ନେତୃତ୍ୱରେ ପ୍ରାୟ ୭ଶହ ଶ୍ରମିକ ଏକ ହୋଇ ଶୋଭାଯାତ୍ରା କରିଥିଲେ । ବଲାଙ୍ଗିର କଳାମଣ୍ଡଳରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଭାଗରଥି ଛକ,
Read More...

ହାଇସ୍କୁଲ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶତ ପ୍ରତିଶତ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି । A1ରେ ୫ ଜଣ ଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%,
Read More...

ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

୧୨.୮୮୫ପ୍ରତିଶତରେ ଜଳ ଭଣ୍ଡାର ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଚାଷୀ ମୁଖ୍ୟତଃ ଇନ୍ଦ୍ରାବତୀ ଜଳ ସେଚନ ଉପରେ ନିର୍ଭର କରୁଥିବା ବେଳେ ଜଳ ଭଣ୍ଡାରର ବର୍ତ୍ତମାନର ସ୍ଥିତାବସ୍ଥା ଅନେକ ଚାଷୀଙ୍କ ପାଇଁ ଆଶଙ୍କା ବଢାଇ ସାରିଲାଣି । ଚଳିତ ଖରିଫ ବର୍ଷରେ ରବି ଚାଷ ପାଇଁ ୫୩,
Read More...

ଅନ୍ୱେଷାର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଅନ୍ୱେଷା ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୨ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସେକ୍ଟର ୪
Read More...

କୋଶଲି ସର୍ଟ ଫିଲ୍ମ ” କୋକୁଆ ” କୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଦିଲ୍ଲୀଠାରେ ଅନୁଷ୍ଠିତ ୧୫ ତମ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ଉତ୍ସବ ୨୦୨୫ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ "
Read More...

ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ ଘଟଣା : ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୧୦ ମାସ
Read More...