ଓଭର ବ୍ରିଜ୍ ଉପରୁ ୫୦ ଫୁଟ ତଳକୁ ଖସିଲା ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର
ରାୟଗଡା : ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର । ରାୟଗଡା ସହରର!-->…
Read More...
Read More...