Yearly Archives

2025

ବୁଧବାର ସାରା ଦେଶରେ ବାଜିବ ସାଇରନ୍

ନୂଆଦିଲ୍ଲୀ : ଆତଙ୍କୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ' ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ
Read More...

ଚଳନ୍ତା ‘ଆମ ବସ୍‌’ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଗଲେ ଅନେକ ଯାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା ୧୧ ନମ୍ବର ରୁଟ୍‌ରେ ଯାଉଥିବା ଆମ୍‌ ବସ୍‌ରେ ଲାଗିଲା ନିଆଁ । ବସ୍‌ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ଅନେକ ଯାତ୍ରୀ । ଖବର ଅନୁଯାୟୀ, ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା
Read More...

ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ତିନୋଟି ନୂତନ ଅପରାଧିକ ଆଇନର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ନୂତନ ଅପରାଧିକ ଆଇନର କାର୍ଯ୍ୟାନ୍ୱୟନ ଦ୍ୱାରା ତୃଣମୂଳ ସ୍ତରରେ ପୁଲିସର ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବସମୟସୀମା କଡାକଡି ପାଳନ ସହିତ ୬୦ ଏବଂ ୯୦ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ପରେ ପ୍ରକ୍ରିୟା ଉପରେ ନଜର
Read More...

ପଦ ଗଲା ପାଣି ବାହାରିପାରିଲା ନାହିଁ : ୩ବର୍ଷ ହେଲା ନଳକୁପ ଖୋଲା ହୋଇ ଖୋଲା ରହିଗଲା

ସାଲୁଜାଙ୍କ କାର୍ଯ୍ୟବୋଲି କଲାନାହିଁ ପ୍ରଶାସନ ତୁରେକେଲା, (ପିତାମ୍ବର ଦୀପ) ତୁରେକେଲ ବ୍ଲକ ବଡ଼ଡ଼ା କଳା ପଂଚାୟତର ନାଗଫେଣା ଗାଁ । ୧୫୦୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ପିଇବା ପାଣିର ଘୋର ଅସୁବିଧା, ଲୋକେ କୁଅଁ, ଝରଣା ପାଣି ପିଉଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତସପନ
Read More...

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପ୍ରକାଶ ମଗଦୁମ

ନୂଆଦିଲ୍ଲୀ, (ପିଆଇବି) : ପ୍ରକାଶ ମଗଦୁମ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମଗଦୁମ ଜଣେ ୧୯୯୯ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ଏହା ପୂର୍ବରୁ, ଶ୍ରୀ ମଗଦୁମ ଅହମ୍ମଦାବାଦରେ ପତ୍ର ସୂଚନା
Read More...

ଚାଷୀ ନେତା ସଦାନନ୍ଦ ପୁଝାରୀଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଚାଷୀ ସଂଗଠନର ବରିଷ୍ଠ ସଦସ୍ୟ ସଦାନନ୍ଦ ପୂଝାରୀଙ୍କ ଆଜି ସକାଳେ ବରଗଡ଼ର ଏକ ଘରୋଇ ନର୍ସିଂ ହୋମରେ ପରଲୋକ ହୋଇଯାଇଛି । କିଛି ଦିନ ପୂର୍ବରୁ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
Read More...

ଅବସରପ୍ରାପ୍ତ ଶିକ୍ଷକ ବିଜୟ ମହାନ୍ତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ମହାନ୍ତି (୮୫) ସୋମବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ମହାନ୍ତି ନିଜ ଗାଁ ଦୀର୍ଘଦିନ ଧରି ଶିକ୍ଷକତା କରି ଅବସର ନେଇଥିଲେ । ତାଙ୍କ ମୃତ୍ୟୁ
Read More...

ସର୍ବନିମ୍ନ ମଜୁରି କାର୍ଯ୍ୟକାରୀ ଦାବିରେ ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପି ସର୍ବନିମ୍ନ ମଜୁରି ଦାବି କଡାକଡି ଭାବରେ କାର୍ଯ୍ୟକାରୀ କରିବା ଦାବିରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶ୍ରମର ସମ୍ମାନଜନକ ମୁଲ୍ୟାୟନ ଓ ଶ୍ରମ ଶୋଷଣ ବିରୁଦ୍ଧରେ
Read More...

ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଅତ୍ୟାଧୁନିକ ସୁଲଭ ଶୌଚାଳୟ ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ପୌରପାଳିକା ତରଫରୁ ନିର୍ମିତ ୨ ଗୋଟି ଅତ୍ୟାଧୁନିକ ସୁଲଭ ଶୌଚାଳୟକୁ ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ଉଦେଶ୍ୟରେ ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥି ମଧ୍ୟରୁ ଗୋଟିଏ ବାରିପଦା ସ୍ଥିତ ଜିଲ୍ଲା
Read More...

ମାଆ କାଳୀ ବାଉଡ଼ି ଦେବୀଙ୍କ କୃଷିଭିତ୍ତିକ ମଣ୍ଡେଇ ପର୍ବ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମୀୟ ବିଶ୍ୱାସ ମଧ୍ୟରେ ଜଗତକୁ ଦେଖି ଆସୁଥିବା ମଣିଷମାନେ ଆଜିବି ଦେବଦେବୀ, ଧରଣୀ ମାତା ଉପରେ ସମର୍ପିତ ରହି ବିଶ୍ୱାସକୁ ଦ୍ଵିଗୁଣିତ କରୁଥିବାର ଦେଖିବାକୁ ମିଳୁଛି । ସେହି ଧାର୍ମୀୟ ବିଶ୍ୱାସକୁ ବଳବତ୍ତର ରଖିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାର ଜୟପାଟଣା
Read More...