Yearly Archives

2025

ବଙ୍ଗୋମୁଣ୍ଡା ବ୍ଲକରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷଜୀ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ
Read More...

ଆଜିଠୁ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସ୍କୁଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପ୍ରବଳ ଶୀତ ଏବଂ କୁହୁଡ଼ିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସକାଳୁଆ ଚାଲୁଥିବା ବିଦ୍ୟାଳୟଗୁଡ଼ିକ ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read More...

ମନରେଗା ଯୋଜନାରେ ରାଜ୍ୟ ସରକାର କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ବଢ଼ାଇବା ନେଇ ଖୁସି ମନାଇଲେ ଟେମରୀ ଗ୍ରାମ ପଞ୍ଚାୟତର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଲ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ଦେଖା ଦେଇଛି ଏକ ଅଭିନବ ଖୁସିର ଲହରୀ । ଯେଉଁଠି ଦିନ ତମାମ ଖଟି ଖଟି ନିଜର ଝାଳବୁହା ପରିଶ୍ରମ କରି ଦି ମୁଠା ଖାଇବାକୁ କଠିନ ପରିଶ୍ରମ କରନ୍ତି । ପେଟ ପୋଷିବା ପାଇଁ ଦୈନିକ କୁଲି
Read More...

ବୁରୋବାହାଲ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତ ଅନ୍ତର୍ଗତ ବୁରୋବାହାଲ ଗ୍ରାମରେ ଥିବା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ହ୍ୟୁମାନ ସାଗରଙ୍କ ସ୍ମୃତିରେ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସିଏନ୍‌ଆଇ ଚର୍ଚ୍ଚ ତରଫରୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତି ଚାରଣ ତଥା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏସ୍‌ସିଡି ସେଣ୍ଟର ହଲ ଠାରେ ଏକ ଆଧ୍ୟାତ୍ମିକ ସଙ୍ଗୀତ
Read More...

ବଣାଇ ବ୍ଲକ କଷଡା ଗ୍ରାମ ପଞ୍ଚାୟତରେ ସରକାରୀ ଅର୍ଥ ହେରଫେର ଅଭିଯୋଗ

ବଣାଇ, (କେପିଏନ୍‌ଏସ୍‌) : ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କ ସର୍ବାଙ୍ଗୀନ ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ମାଳ ମାଳ ଯୋଜନା ଅଛି କିନ୍ତୁ ଏହି ଯୋଜନା ଗୁଡିକ କିଛି ମାତ୍ରାରେ କାର୍ଯ୍ୟକାରୀ ହେଉଥିବା ବେଳେ ତାର ଲାଭ ପାଇ ପାରୁ
Read More...

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରତେକ ମାସର ଶେଷ ରବିବାର ଦିନ ଭାରତର ଯଶସ୍ୱି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜି ତାଙ୍କର "ମନ କି ବାତ" କାର୍ଯ୍ୟକ୍ରମ କରିଥାନ୍ତି । ଆଜି ୧୨୮ ତମ "ମନ କି ବାତ" କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ଭାରତୀୟ ଜନତା ପାର୍ଟି ସଭାପତି
Read More...

ଝଲକା ସେବା ସଂଗଠନ୍ ତରଫରୁ କୋଶଳ ସୁନ୍ଦରୀ ସମ୍ମାନ ଉତ୍ସବ ୨୦୨୫ ସମାପନ

ବରଗଡ, (ମୁନାସାହୁ) : ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଝଲକା ସେବା ସଂଗଠନ, ସୁଖା ତରଫରୁ କୋଶଳ ସୁନ୍ଦରୀ ସମ୍ମାନ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଆଇନଜ୍ଞ ତଥା ସଂଗୀତକାର ରାଧେଶ୍ୟାମ ଦୀପ ଥିବାବେଳେ, ଝଲକା ସେବା ସଂଗଠନର ସଭାପତି ୨୦୨୩ କୋଶଳ
Read More...

ବିଶ୍ୱ ଏଡସ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ “ବିଶ୍ୱ ଏଡସ୍ ଦିବସ” ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ସମଗ୍ର ବିଶ୍ୱରେ ଅଂଶୀଦାର ଏବଂ ସମ୍ପ୍ରଦାୟ ସହିତ କାନ୍ଧରେ କାନ୍ଧ ମିଳାଇ ନେତା ଓ ନାଗରିକମାନଙ୍କୁ ସ୍ୱାସ୍ଥ୍ୟର ମୈ।ଳିକ ଅଧିକାରକୁ
Read More...

ସମ୍ବଲପୁର ମହୋତ୍ସବ ମଂଚରେ ବଲାଙ୍ଗିରର ‘ବିଙ୍ଗ୍‌ ହ୍ୟୁମେନ୍‌ ଫାଉଣ୍ଡେସନ୍‌’ ସମ୍ମାନିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ସମ୍ବଲପୁର ମହୋତ୍ସବ ଅବସରରେ ଏକ ଅନୁଷ୍ଠାନକୁ ମୁଖ୍ୟ ମଂଚରେ ସମ୍ବର୍ଦ୍ଧନା ଦିଆଯାଇଥାଏ । ୨୦୨୫ ବର୍ଷ ପାଇଁ ବଲାଙ୍ଗିରର 'ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌'ର କର୍ମକର୍ତ୍ତାଙ୍କୁ ଏ ବର୍ଷର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବରେ
Read More...