Yearly Archives

2025

ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ଅଜିତ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାସିନ୍ଦା ବରିଷ୍ଠ ସାମାଜସେବୀ ଅଜିତ ଯୋଶୀ ଶୁକ୍ରବାର ଭୂବନେଶ୍ୱର ଠାରେ ଓଡ଼ିଶାର ଏକ ଟେଲିଭିଜନ ଚ୍ୟାନେଲର ବାର୍ଷିକ ଉତ୍ସବରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ପିଏମ୍‌ ଶ୍ରୀ ପି.ଆର.ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ଜୁନିୟର ରେଡକ୍ରସ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସର ପ୍ରାଣ ପ୍ରତିଷ୍ଠାତା ସାର
Read More...

ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ : ୩ ବନ୍ଧୁକ ଜବତ

ବାରିପଦା : ଶିମିଳିପାଳ ଦକ୍ଷିଣ ରେଞ୍ଜ ଅଞ୍ଚଳରୁ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗ୍ରାମର ଲଛୁ ମୁର୍ମୁ (୪୮), ମଧୁସୂଦନ ମୁର୍ମୁ ଓରଫ ରବି (୩୮) ଓ ସେହି ଗ୍ରାମର ଘାସିରାମ ଟୁଡୁ ଓରଫ ବାସୁ (୩୫) । ଏଆଇ କ୍ୟାମେରା
Read More...

ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ ହେବେ ଜିତେନ୍ଦ୍ର ହେର୍ଣ୍ଣା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ୧୧ ନଂ ୱାର୍ଡର ସଭ୍ୟ ଜିତେନ୍ଦ୍ର ହେର୍ଣ୍ଣା ଦାୟିତ୍ୱ ଗ୍ରହଣ କରିବେ ବୋଲି ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୧୬/ ତା. ୦୮. ୦୫. ୨୦୨୫
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୁଡୁକା ଶାଖାକୁ ତାଲା ଭାଙ୍ଗି ପଶିବା ଅଭିଯୋଗରେ ଯୁବକ ଗିରଫ

ଆଗଲପରୁ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଭିତରକୁ ତାଲା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଡୁଡୁକା ଗ୍ରାମର ଅଜିତ ଦାସକୁ ଆଗଲପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୂତାବକ ଡୁଡୁକା ଗ୍ରାମର ଅଜିତ
Read More...

ହୀରାକୁଦ ଡ୍ୟାମ୍‌ର ବଢିଲା ସୁରକ୍ଷା : ପର୍ଯ୍ୟଟକଙ୍କୁ ବାରଣ

ସମ୍ବଲପୁର : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବଢିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ବ୍ୟବସ୍ଥା। ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ମନା । ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅତ୍ୟାଧୁନିକ
Read More...

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲ : ଓକିଲଙ୍କ ଆର୍ଗୁମେଣ୍ଟରେ ଜବାବ ରଖିଲେ ଅଭିଯୁକ୍ତଙ୍କ ଓକିଲ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ
Read More...

ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ : ଭାରତର ୨୪ ସହରକୁ କରିଥିଲା ଟାର୍ଗେଟ୍

ନୂଆଦିଲ୍ଲୀ : ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି । ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା । ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି
Read More...

ଓଡ଼ିଶାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ : ଯୋଗଦେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ଓଡ଼ିଶାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ । ସେପଟେ ଭାରତ-ପାକିସ୍ତାନ
Read More...

ବଲାଙ୍ଗିର ଗସ୍ତରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟପାଳ ଡ଼.ହରିବାବୁ କମ୍ଭମ ପତି ଦିନିକିଆ ଗସ୍ତରେ ଆସୁଛନ୍ତି । ସେ ୮ ତାରିଖ ଅପରାହ୍ନ ୩ଟାରେ ଖପ୍ରାଖୋଲ ଥାନା ମହରାପଦର ହାଇସ୍କୁଲ ପଡ଼ିଆରେ ଓହ୍ଲାଇବେ । ସେଠାରେ ସେ ଖପ୍ରାଖୋଲ ପାନ୍ଥନିବାସକୁ ଯିବେ । ପରେ ସଂଧ୍ୟା ୬ଟାରେ
Read More...