ପୌରାଞ୍ଚଳ କୈବର୍ତ୍ତ ସମାଜର ଜଳାଭିଷେକ
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ପୌରାଞ୍ଚଳ କୈବର୍ତ୍ତ ସମାଜ ବଲାଙ୍ଗିର ତରଫରୁ ଖୁଜେନ୍ ପାଲି ସ୍ଥିତ ଶ୍ରୀ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉନ୍ନତି ସହ ସମସ୍ତ ପରିବାରର ଉନ୍ନତି କାମନା କରି ଏହି ଜଳାଭିଷେକ କରାଯାଇଛି । ବିଭିନ୍ନ ପ୍ରକାରର ସମାଜ ସେବା!-->…
Read More...
Read More...