କାଳ ବୈଶାଖୀ ପ୍ରଭାବରେ ଘର ଉପରେ ପଡିଲା ଗଛ : ଅଳ୍ପକେ ବର୍ତିଲେ ପରିବାର
ନୂଆପଡ଼ା, (କେପିଏନ୍ଏସ୍) : ଅଦିନିଆ ବର୍ଷା ଯୋଗୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମର କୁମୁଦ ସାଙ୍କ ଘର ଉପରେ ଗଛ ପଡି ଥିବାବେଳେ ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟ ବେଲେ ଅଦିନିଆ ବର୍ଷା ପବନର କାଳ ବୈଶାଖୀ ତାଣ୍ତବ!-->…
Read More...
Read More...