Yearly Archives

2025

କଣ୍ଟାବାଞ୍ଜିରେ ଚାଇଲ୍ଡ ହେଲ୍ପ ଲାଇନର ଚଢାଉ : ଶିଶୁ ଭିକ୍ଷାବୃତ୍ତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଚାଇଲ୍ଡ ହେଲ୍ପ ଲାଇନ, କଣ୍ଟାବାଞ୍ଜି ପୋଲିସ ସହିତ ମିଶି ଶିଶୁ ଭିକ୍ଷାବୃତ୍ତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଣ୍ଟାବାଞ୍ଜି ଅଞ୍ଚଳରେ ଚଢାଉ କରିଥିଲା । ଏତିକି ବେଳେ ଅନ୍ୟ ରାଜ୍ୟରୁ ସ୍ଥାନାନ୍ତରିତ ହୋଇଥିବା ଅନେକ ପିଲା
Read More...

ଟିଟିଲାଗଡ଼ ଏଡ଼ିଜେ କୋର୍ଟ ବାରଣ୍ଡାରେ ଅଚିହ୍ନା ଯୁବକ ମାରଣାସ୍ତ୍ର ଧରି ବୁଲିବା ଘଟଣା : ଅଭିଯୁକ୍ତ ମନୋଜ ଜାନିକୁ ଗିରଫ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଅପରାହ୍ନରେ ଟିଟିଲାଗଡ଼ ଏଡିଜେ କୋର୍ଟ ବାରଣ୍ଡାରେ ଜଣେ ଅଚିହ୍ନା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଲୁଥିବା ସିସିଟିଭି ଫୁଟେଜ ହସ୍ତଗତ ହୋଇଥିଲା । ଏହା ଦେଖିବା ପରେ ଉପସ୍ଥିତ କିଛି ଓକିଲ ଓ ଜନ ସାଧାରଣ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ଘଟଣା
Read More...

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ ) : ଭାରତୀୟ ସେନାର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ପରିପ୍ରେକ୍ଷୀରେ ଦେଶ ବ୍ୟାପୀ ବିଜୟ ଉତ୍ସବ ପାଳନ ଅବସରରେ ରାଉରକେଲାର ରୋଟାରୀ କ୍ଲବ ରିଭର ସାଇଡ୍, ଇନ୍ ହୁଇଲ କ୍ଲବ୍ ରିଭର ସାଇଡ୍ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀରେ ଏକ
Read More...

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ପ୍ରଥମ ମ୍ୟାଚ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଫ୍ରେଣ୍ଡସ ଉଇନାଇଟେଡ଼ଫୁଟବଲ କ୍ଲବ, ଗୋପୀବଲ୍ଲଭପୁର ଶିମିଳିପାଳ ଫୁଟବଲ କ୍ଲବ, ଭୋଳାଗଡ଼ିଆକୁ
Read More...

ଯାତ୍ରୀବାହୀ ବସ୍-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ

ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ସୁଣ୍ଡରୁବା-ଶବରପଲି ରାସ୍ତାରେ ଯାତ୍ରୀବାହୀ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କୁଲାପଥର ଗାଁର
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଂଗଠନିକ ଜିଲ୍ଲା ରାଉରକେଲା

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର
Read More...

ଇଣ୍ଟର ନେସନାଲ ବୁକ୍ସ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର କୁନି ଝିଅ ଆଦ୍‌ଭୀରା

ବହୁମୁଖି ପ୍ରତିଭା ପ୍ରତିଯୋଗିତାରେ ହେଲେ ଶ୍ରେଷ୍ଠ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର କୁନିଝିଅ ଆଦ୍‌ଭୀରା ମିଶ୍ର ନିଜ ବହୁମୁଖୀ ପ୍ରତିଭା ବଳରେ ପଞ୍ଜାବର ଅମୃତସରଠାରେ ଇଣ୍ଟରନେସନାଲ ବୁକ୍ସ ଅଫ୍‌ ରେକର୍ଡ ସଂସ୍ଥା ଦ୍ୱାରା ପୁରସ୍କୃତ ହେବା ସହ ଇଣ୍ଟରନେସନାଲ ବୁକ୍ସ ଅଫ୍‌
Read More...

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସଧାରଣ ବୈଠକ ଓ ନିର୍ବାଚନ ସଫଳଭାବେ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଗ୍ୟାଲେରୀ ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ବୈଠକ ଓ ନିର୍ବାଚନ ବୈଠକ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ
Read More...

କୋଭିଡ୍‌ର ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ : କିନ୍ତୁ ମାରାତ୍ମକ ନୁହେଁ

କଟକ : କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏବେ ଦକ୍ଷିଣ ପୂର୍ବ ଏସିଆରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ବିଶେଷ କରି ହଂକଂ, ସିଙ୍ଗାପୁର, ଥାଇଲାଣ୍ଡ ଭଳି ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବା ଦେଖାଯାଇଛି । ଏହି
Read More...

ଚୋରା ମଦ ବିକ୍ରି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ବାସୁଦେବପୁର : ଚୋରା ମଦ ବିକ୍ରି ବନ୍ଦ ଏବଂ ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜାମୁଝାଡୀ-ଧାମରା ମୁଖ୍ୟ ରାସ୍ତାର କସିଆ ଛକରେ ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଖବର ପାଇ ନାଇକାଣିଡ଼ିହି ପୋଲିସ
Read More...