ଶ୍ରଦ୍ଧାର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ
ରାଉରକେଲା, (ସସ୍ମିତା ପ୍ରଧାନ) : ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାର ବାର୍ଷିକ ସମ୍ମିଳନୀ ଶ୍ରଦ୍ଧା ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଗତ ଦୁଇବର୍ଷର କାର୍ଯ୍ୟକ୍ରମ ଓ ଆୟବ୍ୟୟର ବିବରଣୀ ଦେବାସହ ଆଗାମୀ!-->…
Read More...
Read More...