ଷଢେ଼ଇକଳାରେ ଦ୍ରୁତ ଗତିରେ ଚାଲିଛି ରଥଯାତ୍ରାର ପ୍ରସ୍ତୁତି
ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୩୬ ମସିହାରୁ ୧୯୪୮ ପର୍ଯ୍ୟନ୍ତ ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ ଥିଲା ଷଢେ଼ଇକଳା, ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ହୋଇ ରହିଯାଇଥିଲେ । ସୁଦ୍ଧା ଓଡ଼ିଆ ପର୍ବପର୍ବାଣୀ ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଏ ପର୍ଯ୍ୟନ୍ତ ବଜାୟ ରଖିଛି ।!-->…
Read More...
Read More...