Yearly Archives

2025

ଚିନ୍ମୟ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଡୁଆ ଛାତ୍ର ନେତା ଚିନ୍ମୟ ବେହେରା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଓଡିଶା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଛୁନ୍ନୁ ସିଂହ, ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ବଲାଙ୍ଗିର ଜିଲ୍ଲା ଛାତ୍ର
Read More...

୨ ଦିନ ହେଲା ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ବନ୍ଦ : ଯାତ୍ରୀ ହଇରାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ବସ୍ ଯୋଜନାର ଲକ୍ଷ୍ମୀ ବସ ଗତ ମଙ୍ଗଳବାର ଦିନରୁ ଚାଲୁ ନ ଥିବାରୁ ବ୍ଲକର ସମସ୍ତ ଗାଁରୁ ବସ୍ ଯୋଗେ ଯିବା ଆସିବା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସକାଳୁ ଗ୍ରାମାଞ୍ଚଳର ଲୋକେ
Read More...

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୯୮% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ
Read More...

୮ ଦଫା ଦାବି ନେଇ ଡ. ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଡ. ମୁକେଶ ମହାଲିଙ୍ଗଙ୍କ ସହ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହିସ୍ପିଟାଲରେ ପ୍ରତିଦିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବଲାଙ୍ଗିର
Read More...

କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ରଛାତ୍ରୀମାନଙ୍କୁ ବଲାଙ୍ଗିର ଜିଲ୍ଲାର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି ।
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ କମାଲ୍‌ କଲେ ଛାତ୍ରୀ ବିପାଶା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବିପାଶା ବାଗ ୫୩୪ ମାର୍କ ରଖି ଟପ୍ପର ହୋଇଥିବା ନେଇ ଜଣାପଡ଼ିଛି । ବିପାଶା ବଲାଙ୍ଗିର ସହରର ଓମ୍‌ କୋଚିଙ୍ଗ୍‌ରେ ପାଠ ପଢୁଥିବା ବେଳେ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କଲା ଯୁବୋଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କରିଛି ଯୁବୋଦୟ । ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି
Read More...

ଚାଉଳଫୁପୁଡ଼ାରେ ସ୍ତ୍ରୀର ମୃତ୍ୟୁ ପରେ ମାଁ ଉପରେ ଘର ଛାତ ଅତଡ଼ା ପଡ଼ି ଚାଲିଗଲା ଜୀବନ : ଏବେ ଚିନ୍ତାରେ ଗରିବ ପୁଅ ଟିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର ଟିକ ତାଣ୍ଡି ନିମ୍ନରୁ ଅତି ନିମ୍ନ ଗରିବ ଶ୍ରେଣୀର ଅନ୍ତୋଦୟ କାର୍ଡ ଅନ୍ତର୍ଭୁକ୍ତ ଅଟନ୍ତି । କିଛି ଦିନ ତଳେ ତାଙ୍କ ସ୍ତ୍ରୀ ଦେବକୀ ତାଣ୍ଡିଙ୍କ କିଡ଼ନି ରୋଗରେ ପୀଡିତ ହୋଇ
Read More...

ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜ ପୁଇଁତଲାର ସଫଳତାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପରୀକ୍ଷା ଫଳକୁ ନେଇ ଖୁସିର ଲହରୀ ଖେଳିଯାଇଛି । ମୋଟ ପାସ ହାର ୯୯% ଥିବାବେଳେ ୫ଜଣ ଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଛନ୍ତି । ୧୦ ଜଣ
Read More...

ବଲାଙ୍ଗିର ସହରରେ କାଳ ବୈଶାଖୀର ତାଣ୍ଡବ : ରାସ୍ତାକଡ଼ର ଗଛ ପଡ଼ି ଗୁଡ଼ାଏ ବାଇକ କ୍ଷତିଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଜୋର୍‌ରେ ପବନ, ବର୍ଷା ସହ ଘଡ଼ଘଡ଼ି ଲାଗିରହିଥିଲା ।ଯାହାଫଳରେ ବଲାଙ୍ଗିର ସହରର ବଲାଙ୍ଗିର-ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ ନିକଟରେ ଏକ ବିରାଟକାୟ ଲିମ୍ବଗଛ ଭାଙ୍ଗି ତଳେଥିବା ବାଇକ ଉପରେ
Read More...