Yearly Archives

2025

ଆସନ୍ତା ୨୯ରୁ ଆରମ୍ଭ ହେବ ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି । ବିକଶିତ କୃଷି ସଂକଳ୍ପ ଅଭିଯାନ । ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ ।
Read More...

ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ : ସ୍ଵାମୀ ଗୁରୁତର

ସମ୍ବଲପୁର : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ଭାଲୁଗାଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତରଙ୍କୁ ନାକଟିଦେଉଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ବି. ବରପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଖଲ୍ଲିକୋଟ
Read More...

ଗବେଷଣାତ୍ମକ ପୁସ୍ତକ ‘ଉଜାଣି ଝଞ୍ଜାବତୀ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ରବିବାର ସନ୍ଧ୍ୟାରେ ଗବେଷକ ନିଗମାନନ୍ଦ ଷଡ଼ଙ୍ଗୀଙ୍କ ରଚିତ ‘ଉଜାଣି ଝଞ୍ଜାବତୀ' ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଶାସକ ନୀଳମଣି ମିଶ୍ର, ମୁଖ୍ୟବକ୍ତା ଭାବେ କବି ସରୋଜ, ଲେଖକ ନିଗମାନନ୍ଦ ମଞ୍ଚାସୀନ ଥିଲେ ।
Read More...

ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ଦକ୍ଷିଣ କୋରିଆର ସମର୍ଥନ

ଅପରେସନ ସିନ୍ଦୂରର ବିସ୍ତୃତ ସୂଚନା ପ୍ରଦାନ କଲେ ସଂସଦୀୟ ପ୍ରତିନିଧି ଦଳ ସିଓଲ, (ପିଆଇବି) : ଆତଙ୍କବାଦର ମୁକାବିଲା ପାଇଁ ଭାରତର ପଦେକ୍ଷପକୁ ଦକ୍ଷିଣ କୋରିଆ ଦୃଢ ସମର୍ଥନ ଜଣାଇଛି । ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ୱରେ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ଦକ୍ଷିଣକୋରିଆର ବୈଦେଶିକ
Read More...

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଏଲ୍‌ଓଆଇ ହସ୍ତାନ୍ତର

• ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନ• ଭାରତରେ କ୍ୟାମ୍ପସ୍ ସ୍ଥାପନ କରୁଥିବା ଦ୍ୱିତୀୟ ୟୁକେ ବିଶ୍ୱବିଦ୍ୟାଳୟ ହେଲା ଲିଭରପୁଲ୍ ବିଶ୍ୱବିଦ୍ୟାଳୟ• ଷ୍ଟେମ୍ ଶିକ୍ଷାରେ କ୍ୟାମ୍ପସ ଖୋଲିବା ପାଇଁ ୧୫ଟି ବିଦେଶୀ
Read More...

ଗୁଜରାଟର ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି…

ଆଜି କଚ୍ଛ ବାଣିଜ୍ୟ ଏବଂ ପର୍ୟ୍ୟଟନର ଏକ ବଡ଼ କେନ୍ଦ୍ର, ଆଗାମୀ ସମୟରେ କଚ୍ଛର ଏହି ଭୂମିକା ଆହୁରି ବ୍ୟାପକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀସାମୁଦ୍ରିକ ଖାଦ୍ୟ ଠାରୁ ପର୍ୟ୍ୟଟନ ଏବଂ ବାଣିଜ୍ୟ ପର୍ୟ୍ୟନ୍ତ, ଭାରତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏକ ନୂତନ ଇକୋସିଷ୍ଟମ ନିର୍ମାଣ କରୁଛି:
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ ସମ୍ପର୍କରେ ସ୍ପଷ୍ଟତା

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ରେ ଢିଲା ମାଟି ଗଠନ ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି । କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ
Read More...

ନାଗପୁରସ୍ଥିତ ଜାତୀୟ କର୍କଟ ପ୍ରତିଷ୍ଠାନ ପରିସରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନିର୍ମାଣାଧିନ…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ନାଗପୁରସ୍ଥିତ ଜାତୀୟ ଫରେନସିକ୍‍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସୟୁ)ର ସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ କରିଛନ୍ତି ଏବଂ ଏହାର ଅସ୍ଥାୟୀ କ୍ୟାମ୍ପସକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତିବିଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଡ୍ରାଇଭର ବଦଳରେ ଫାର୍ମାସିଷ୍ଟ ଚଳାଇଲେ ଆମ୍ବୁଲାନ୍ସ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ହରଭଙ୍ଗା : ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆସିଥିଲା ଆମ୍ୱୁଲାନ୍ସ । ହେଲେ ଆମ୍ୱୁଲାନ୍ସକୁ ଚାଳକ ବଦଳରେ ଫାର୍ମାସିଷ୍ଟ ଚଳାଉଥିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶସିଙ୍ଗା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ୱୁଲାନ୍ସର ଜଣେ ସ୍ଥାୟୀ ଚାଳକ ଥିଲେ ମଦ୍ୟ କାହିଁକି
Read More...