ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସକୁ ବଲାଙ୍ଗିର ଜିଲ୍ଲାରେ ସ୍ୱାଗତ ସମ୍ବର୍ଦ୍ଧନା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଲଦାଖର ରେଜାଙ୍ଗଲାଠାରେ ହୋଇଥିବା ଭାରତ ଏବଂ ଚୀନ ଯୁଦ୍ଧରେ ୧୨୦ ଜଣ ଯାଦବ ବୀର ସୈନିକ ଚୀନର ପ୍ରାୟ ୩୦୦୦ ସୈନିକକୁ ମାରିଥିଲେ । ୧୨୦ରୁ ୧୧୪ ଜଣ ଅହୀର ଯାଦବ ଯବାନ ଦେଶ ପାଇଁ ଶହୀଦ ହୋଇଥିଲେ । ସେହି ପବିତ୍ର!-->…
Read More...
Read More...