Yearly Archives

2025

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରୁ ଆଭାସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ "ସ୍ୱୟଂଚାଳିତ
Read More...

ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅବସରରେ ପୂର୍ବାହ୍ନରେ ଆଜି ବଲାଙ୍ଗିର ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚାରିଗୋଟି " ଆମ ସଂକଳ୍ପ - ନିଶା ନୁହେଁ, ଜୀବନ" ସଚେତନତା ରଥକୁ ଅବକାରୀ ଡେପୁଟି
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଗୌରୱ ଶୀବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ମାନ୍ୟବର
Read More...

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଛତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି । ଗ୍ରୀଷ୍ମ ପ୍ରବାହରେ ପ୍ରଖର ସୂର୍ଯକିରଣ ତଥା ବର୍ଷାରୁ ରକ୍ଷା ପାଇବାକୁ ଏହି ସମିତି ଛତା ବଣ୍ଟନ କରିଛି । ଏହି
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ : ଯୁବକ ମୃତ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଶାନ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଗଡ଼ିଲା ମୁଣ୍ଡ । ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିର ହାଉସ ଆପାର୍ଟମେଣ୍ଟ ଆଗରେ ଦୁଇ ଯୁବକ ଖଣ୍ଡାରେ ଆକ୍ରମଣ । ଘଟଣାସ୍ଥଳରେ ବିଦ୍ୟାଧର ପାଣିଗ୍ରାହୀ ଓରଫ ଲଡୁ(୨୧) ମୃତ୍ୟୁ ଘଟିଛି ।
Read More...

ସମାଜସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସୁଦେବପୁର ଜନ କଲ୍ୟାଣ ପରିଷଦର ବୟୋଜ୍ୟେଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ପଲାଇ ମେ' ମାସ ୩୧ ତାରିଖ ଦିନ ଇହଲୀଳା ସମ୍ବରଣ କରିଛନ୍ତି । ୧୯୪୫ ମସିହା ଅକ୍ଟୋବର ୨ ତାରିଖରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍, ଏଡତାଳ ଗ୍ରାମରେ ଜନ୍ମଗ୍ରହଣ
Read More...

ଜିଲ୍ଲା ଦଳିତ ସମାଜର ସମ୍ବର୍ଦ୍ଧନା ଉତ୍ସବ ସମ୍ବର୍ଦ୍ଧିତ ହେଲେ ୩୩ ଜଣ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜର ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଟ୍ରିକ ଓ ଯୁକ୍ତ ଦୁଇରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତିନ୍ନ ହୋଇଥିବା ଦଳିତ ସମାଜର ଛାତ୍ରଛାତ୍ରୀମାନଙ୍କୁ
Read More...

ରକ୍ତଦାନ ମାଧ୍ୟମରେ ଦେଶ ପ୍ରେମ କରି ଦେଖାଇଲେ ବିଜୟ ସୁନ୍ଦରାୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଇ ଦିନ ତଳେ ଡାକ୍ତର ପୂଜା ପତି ସାମାଜିକ ଅନୁଷ୍ଠାନ ଦ ହୁମାନିଟୀ ଫାଉଣ୍ଡେସନକୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ କି ଏକ ବିରଳ ରକ୍ତ ଗ୍ରୁପର ଆବଶ୍ୟକ ଅଛି ବୁର୍ଲା ଡାକ୍ତରଖାନାରେ । ବମ୍ବେ ଗୃପ, ଝାହା କି ପୁରା ଓଡ଼ିଶାରେ ମାତ୍ର ୭ କିମ୍ବା ୮ ଜଣଙ୍କର ଅଛି ।
Read More...

ସ୍ୱର୍ଗତ ସଦାନନ୍ଦ ଦେବତାଙ୍କ ସ୍ମୃତି ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ତା.୦୩.୦୬.୨୦୨୫ ପୂର୍ବାହ୍ନ ୧୦ଘଟିକା ସମୟରେ ବଲାଙ୍ଗିର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ସ୍ୱର୍ଗତ ସଦାନନ୍ଦ ଦେବତା ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ସ୍ୱର୍ଗତ ଦେବତା ବଲାଙ୍ଗିର ସହରାଞ୍ଚଳରେ ଅନେକ ସାମାଜିକ ସଂଗଠନ ସୃଷ୍ଟି
Read More...

ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ ) : ଆଜି ୧୦.୦୦ ଘଟିକା ସମୟରେ ଜିଲ୍ଲାସ୍ତରୀୟ ସପ୍ତ ଦିବସୀୟ ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ, ପ୍ରଥମ ବ୍ୟାଚର ତାଲିମ କାର୍ଯ୍ୟକ୍ରମ ଲକ୍ଷ୍ମୀପୋଷି ସ୍ଥିତ ଓଏସଏପି, ପଞ୍ଚମ ବାଟାଲିୟନର ସମ୍ମିଳନୀ କକ୍ଷରେ ଜିଲ୍ଲା
Read More...