Yearly Archives

2025

ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୧ ତାରିଖରୁ ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି ।ଏ ଅବସରରେ ଆୟୋଜିତ ଉଦଯାପନୀ ସଭାରେ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମାଜସେବୀ ଓ ପୂର୍ବତନ ସାଧାରଣ
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ହାଇଦ୍ରାବାଦରେ ଓସାକା କମିଟି ସାକ୍ଷାତ କଲେ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ୫ଜଣ କମିଟୀ ସଦସ୍ୟ ହାଇଦ୍ରାବାଦ ସ୍ଥିତ ହୋଟେଲ ଆଇଟିସି କାକଟିଆରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କେତେକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଏକ
Read More...

କାରଖାନାରେ ଅଘଟଣ : ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ୍ୟୁ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଶ୍ରୀମେଟାଲିକ୍ କାରଖାନାରେ ଅଘଟଣ । ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର କନ୍ୟାବେଡା ଗାଁର ବିକାଶ ଦାଶ(୩୦ ବର୍ଷ) । ସୂଚନା ମୁତାବକ, ବିକାଶ ରବିବାର ସକାଳେ ଏ' ସିଫ୍ଟ ଡ୍ୟୁଟି
Read More...

ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ
Read More...

ବଗିଚା ଜଗିବାକୁ ଯିବାବେଳେ କଚାଡ଼ି ଦେଲା ହାତୀ : ବୃଦ୍ଧ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ହାଉସ ଅଧୀନ କନ୍ତିମିଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ବୃଦ୍ଧ ଜଣକ ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ଗାଁର ମାର୍କଣ୍ଡ ବେହେରା (୬୦ ବର୍ଷ) ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରି
Read More...

ଓଲଟିଲା ବାଲି ବୋଝେଇ ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଗୌରଙ୍ଗଙ୍କ ପରିବାର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ରାସ୍ତାର ଶୁକଦେବପୁର ଛକ ନିକଟରେ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌ । ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ଅନ୍ୟପଟେ ରାସ୍ତା ପାର୍ଶ୍ବରୁ ମାତ୍ର ୧୦ ଫୁଟ ଦୂରରେ
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ୪ ଗିରଫ

ଲାଠୋର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ଅଧୀନରେ ଥିବା ମସିଣା ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନେ ହେଲେ
Read More...

ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ…

• ଉତ୍ତାପ ଲହରୀ ଗୁଡ଼ିକ କୌଣସି ସୀମା ସର ହଦମଧ୍ୟରେ ଆବଦ୍ଧ ରହିନଥାନ୍ତି ଏବଂ ବିଶେଷ କରି ସେ ସବୁ ଘନ ଜନବହୁଳ ସହରାଞ୍ଚଳ ଗୁଡ଼ିକ ପାଇଁ ବ୍ୟବସ୍ଥା ଗତ ବିପଦ : ଡକ୍ଟର ପିକେ ମିଶ୍ର• ଭାରତର ଆଭିମୁଖ୍ୟ ହେଉଛି ସମଗ୍ର ସରକାର ଏବଂ ସମଗ୍ର ସମାଜକୁ ସାଙ୍ଗରେ ନେଇଚାଲିବା, ଯେଉଁଥିରେ ଏକାଧିକ
Read More...

ନୂଆଦିଲ୍ଲୀରେ ନକ୍ସଲ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଭେଟି ଐତିହାସିକ…

ନିଜ ସାହସ ଦ୍ୱାରା ଏହି ଅଭିଯାନକୁ ସଫଳ କରିଥିବା ସାହସୀ ଯବାନମାନଙ୍କୁ ଭେଟିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି, ସେ କହିଛନ୍ତି ଯେ ଶୀଘ୍ର ସେମାନଙ୍କୁ ଭେଟିବା ପାଇଁ ଛତିଶଗଡ଼ ଗସ୍ତ କରିବେମୋଦୀ ସରକାର ଭାରତକୁ ନକ୍ସାଲବାଦର ବିପଦରୁ ମୁକ୍ତ କରିବା ପାଇଁ
Read More...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌ : ଡ୍ରାଇଭର ମୃତ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌ । ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ । ମୃତ ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ଗଡବେତା ଅଞ୍ଚଳର ସମୀର ଦାସ ବୋଲି ଜଣା
Read More...