Yearly Archives

2025

ଆଜି ନାରୀ ଶକ୍ତି ଏକ ବିକଶିତ ଭାରତ ସଂକଳ୍ପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଉଦାହରଣ…

● ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି : ପ୍ରଧାନମନ୍ତ୍ରୀ● ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଯନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ
Read More...

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳ ୯ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଜୁନ ୨୦୧୬ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ (ପିଏମଏସଏମଏ) ହେଉଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କର ଏକ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହା ସଫଳତାର ୯ ବର୍ଷ ପୂରଣ କରିଛି
Read More...

ବାଲିଗୁଡାରେ ପାରମ୍ପରିକ ଖାଦ୍ୟ ମେଳା

ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ କ୍ରୀଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ମୁକ୍ତିପୀଠଠାରେ ନୂତନ ରଣେଶ୍ୱର ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ନିକଟରେ ଥିବା କୁଳତା ଜାତିର ମନ୍ଦିର ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏଠାରେ ଗୋଟିଏ ନୂତନ ରଣେଶ୍ୱର ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ରବିବାର ଦିବା ୧୦ ଘଣ୍ଟାସମୟରେ ଶିଳାନ୍ୟାସ କରାଯାଇଛି ।
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କର ମାନ୍ୟବର ରାଜ୍ୟ କ୍ରୀଡା ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜି ରାଉରକେଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ
Read More...

ସୁବର୍ଣ୍ଣପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଏକ ବୋଲୋରେ ଗାଡି ଜଣେ ବାଇକ ଆରହୀଙ୍କୁ ଧକ୍କା ଦେଇଥିବା ବେଳେ ବାଇକ ଆରୋହୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ
Read More...

ଲୋଇସିଂହା ବ୍ଲକ କୁମ୍ଭାର ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମଠାରେ ବୈଠକ ଜିଲ୍ଲା ସଂଘ ସଂପାଦକ ଅନିଲ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଯଥା କୁମ୍ଭାର ସମାଜର ସମସ୍ତ ଛାତ୍ରଛାତ୍ରୀଙ୍କୁ
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁଫର ଆଧାର, ବେଶ ବହୁଳ ଓ ବିଭିନ୍ନତାରେ ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟିକ୍ରାପଡା ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରର ଆନୁକୁଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ପିଏନବି ତରଫରୁ ନିଷ୍ଠା ପରିବାରକୁ ଆମ୍ବୁଲାନ୍ସ ପ୍ରଦାନ : ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗୃହୀତ

ବରଗଡ : ବରଗଡ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଟଲି ଶାଖାରେ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଉଭୟକୁ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ଡି.
Read More...

ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବ୍ରଜ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
Read More...