Yearly Archives

2025

କେସିଙ୍ଗା କ୍ଷେତ୍ର ପରିଦର୍ଶନ କରିଲେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର : ଟ୍ରାଫିକ ସମସ୍ୟାକୁ ନେଇ ଚର୍ଚ୍ଚା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବାସୀଙ୍କ ବହୁତ ଦିନର ଦାବୀ ବାଇପାସ ନିର୍ମାଣକୁ ନେଇ ରାଜ୍ୟ ସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗ ଲକୋଙ୍କ ସହ ବୋରିଂପଦର ସ୍ଥିତ ହୋଟେଲ ସାଇ ବୃନ୍ଦାବନ ଇନରେ ଆଲୋଚନା କରିଛନ୍ତି । ବାଇପାସ ନିର୍ମାଣ ନେଇ ସ୍ଥାନ ପରିଦର୍ଶନ
Read More...

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଲା : ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି । ଏନେଇ ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ
Read More...

ନୃସିଂହନାଥ ପୀଠରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା
Read More...

ଡେଲାଙ୍ଗରେ ବିକାଶ ବାହାନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଡେଲାଙ୍ଗ ବ୍ଲକରେ ଗୁରୁବାର ସକାଳେ ବିକାଶ ବାହାନ ରଥର ଶୁଭାରମ୍ଭ କରାଯାଇଛି । ବ୍ଲକ ପରିସରରେ ରଥକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା । ପରେ ଏହି ରଥ ସୁଜନପୁର, ଡେଲାଙ୍ଗ-କୋଠବାଡ଼, ବେରବୋଇ
Read More...

ବ୍ରାହ୍ମଣୀ ପାହାଡ଼ରେ ଶ୍ରାବଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ଗୁରୁବାର ଦିନ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିଶିରା ପଞ୍ଚାୟତର ଖରାଲି ନିକଟସ୍ଥ ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମୁରଲୀଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ସଭାପତି ହଂସରାଜ ଜୈନଙ୍କ ଅଧ୍ୟକ୍ଷତା ଓ ସ୍ୱାମୀ ମୁରଲୀଧରାନନ୍ଦଙ୍କ
Read More...

ଚଳକୀ ଓ ବାନ୍ଦୁପଲା ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଓ ବାନ୍ଦୁପଲା ଗ୍ରାମ ପଞ୍ଚାୟତସ୍ତରୀୟ 'ସେବା ଓ ବିକାଶ ବାହାନ ଯାତ୍ରା' ଉପରେ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ
Read More...

ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶ ବାହନ”ର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଓଡ଼ିଶାରେ ଆରମ୍ଭ କରାଯାଇଛି "ବିକାଶ ବାହନ" । ପାଇକମାଲ ବ୍ଲକରେ ଆଜି ଶୁଭାରମ୍ଭ ହୋଇଛି । ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ତତ୍ତ୍ଵାବଧାନରେ
Read More...

ନୃସିଂହନାଥରେ କବିର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ପରିସରରେ ୧୨୭ତମ ସତଗୁରୁ କବୀର ସାହେବଙ୍କ ପ୍ରକଟ ଉତ୍ସବ କବୀର ପିଠଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୋଭାଯାତ୍ରା ଏବଂ ତୁଳସୀ କେ ଫୁଲ(ପଣ୍ଡୱାନି) କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଘରୋଇ ବସ୍‌ର ଜୁଲୁମ୍ ଅଭିଯୋଗ ନେଇ ବଲାଙ୍ଗିର ଆର୍‌ଟିଓଙ୍କୁ ଓଡ଼ିଶା ପତ୍ରକାର ସଂଘରର ଦାବୀ ପତ୍ର

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରୁ ସଂଯୋଗ କରୁଥିବା ସହରମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି, ଟିଟିଲାଗଡ଼, ଲୋଇସିଂହା, ପାଟଣାଗଡ଼ ଏଵଂ ଅନେକ ସ୍ଥାନରୁ ବସ୍ ରେ ଲୋକେ ଯିବା ଆସିବା କରୁଛନ୍ତି, ନିତି ପ୍ରତିଦିନ ଘରୋଇ ବସ୍‌ର ଜୁଲୁମ୍ ସହିବାକୁ ପଡୁଥିବା ଅଭିଯୋଗ ହୋଇଛି ।
Read More...